ଏମିତି ବାପା କାହାକୁ ନ ମିଳୁ; ୨ ଛୁଆଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡ଼ି ହୋଇଗଲା ଫେରାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷ ତଳୁ ମା’ ପର କରି ଚାଲି ଯାଇଛି। ଭରସା କହିଲେ ଏକମାତ୍ର ବାପା। ହେଲେ ବାପା ବି ଶେଷରେ ଧୋକା ଦେଲା ।  ବସ୍‌ଷ୍ଟାଣ୍ଡରେ ୨ ନିଷ୍ପାପ ଶିଶୁଙ୍କୁ ଛାଡ଼ି ଫେରାର ହୋଇଗଲା ବାପା। ଦୀର୍ଘ ସମୟ ଧରି ବାପାଙ୍କୁ ନ ପାଇ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ୨ ଶିଶୁଙ୍କୁ  ଉଦ୍ଧାର କରିଛି ପୁଲିସ୍‌। ଏପରି ଲଜ୍ଜାଜନକ ଘଟଣା ଆଜି ଖୋଦ ରାଜଧାନୀର ଛାତି ଉପରେ ଘଟିଛି।  ୨ ଛୁଆଙ୍କ […]

brother & sister

brother & sister

Niharika Rout
  • Published: Saturday, 25 September 2021
  • Updated: 25 September 2021, 12:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷ ତଳୁ ମା’ ପର କରି ଚାଲି ଯାଇଛି। ଭରସା କହିଲେ ଏକମାତ୍ର ବାପା। ହେଲେ ବାପା ବି ଶେଷରେ ଧୋକା ଦେଲା ।  ବସ୍‌ଷ୍ଟାଣ୍ଡରେ ୨ ନିଷ୍ପାପ ଶିଶୁଙ୍କୁ ଛାଡ଼ି ଫେରାର ହୋଇଗଲା ବାପା। ଦୀର୍ଘ ସମୟ ଧରି ବାପାଙ୍କୁ ନ ପାଇ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ୨ ଶିଶୁଙ୍କୁ  ଉଦ୍ଧାର କରିଛି ପୁଲିସ୍‌। ଏପରି ଲଜ୍ଜାଜନକ ଘଟଣା ଆଜି ଖୋଦ ରାଜଧାନୀର ଛାତି ଉପରେ ଘଟିଛି।  ୨ ଛୁଆଙ୍କ କରୁଣ ମୁହଁ ଦେଖି  ଏପରି ବାପା ଆଉ କାହାକୁ ନ ମିଳୁ ବୋଲି କହିଛନ୍ତି ଦେଖଣାହାରୀ।

ମିଳିଥିବା ସୂଚନା ମୁତାବକ ,  ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଆଜି ସକାଳେ ଅସହାୟ ଅବସ୍ଥାରେ ୨ ଭାଇଉଭଣୀ  ଉଦ୍ଧାର ହୋଇଛନ୍ତି ।  ଭଉଣୀର ବୟସ ୮ ବର୍ଷ ହୋଇଥିବା ବେଳେ ଭାଇର ବର୍ଷ ୫  । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱରରେ ବଡ଼ ମା’ଙ୍କୁ ଦେଖା କରିବା ପାଇଁ ବାପାଙ୍କ ସହ ଆସିଥିଲେ । ମାତ୍ର  ବସ୍‌ଷ୍ଟାଣ୍ଡରେ ବସାଇଦେଇ ବାପା କୁଆଡେ ଚାଲିଗଲେ ଯେ ଆଉ ଫେରିଲେନି। ପାଖରେ ନିଜର ବୋଲି କାହାକୁ ନ ପାଇ ବସି କାନ୍ଦୁଥିଲେ ଭାଇଭଉଣୀ।  ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି ଭରତପୁର ପୁଲିସ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story