ମିକ୍ସଚର ମେସିନ୍ ଚୋରି କରି ଧରାପଡ଼ିଲେ ଫିଲ୍ମ ପ୍ରଯୋଜକ

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ଅଭାବରୁ ସ୍ୱଭାବ ନଷ୍ଟ। ମିକ୍ସଚର ମେସିନ୍ ଚୋରି କରି ଧରାପଡ଼ିଲେ ଜଣେ ଫିଲ୍ମ ପ୍ରଯୋଜକ। ଫିଲ୍ମରେ ହୋଇଥିବା କ୍ଷତିର ଭରଣା କରିବାକୁ ସେ ଏହି ମେସିନ୍ ଚୋରି କରି ଧରା ପଡିଥିବା ପୁଲିସ ନିକଟରେ ମାନିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଗଂଜାମ ଖଲ୍ଲିକୋଟ ଅଂଚଳର ଏହି ଘଟଣା ଘଟିଥିଲା। ଚୋରି କରିଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ସୁପାଂଶୁ ମହାନ୍ତି। ତେବେ ଜଣେ ଫିଲ୍ମ ପ୍ରଯୋଜକ ରାସ୍ତା କାମରେ ବ୍ୟବହୃତ ଏହି ମେସିନ୍‌ ଚୋରି କରିବା […]

arrest

arrest

Niranjan Mishra
  • Published: Sunday, 11 December 2022
  • Updated: 11 December 2022, 05:35 PM IST

Sports

Latest News

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ଅଭାବରୁ ସ୍ୱଭାବ ନଷ୍ଟ। ମିକ୍ସଚର ମେସିନ୍ ଚୋରି କରି ଧରାପଡ଼ିଲେ ଜଣେ ଫିଲ୍ମ ପ୍ରଯୋଜକ। ଫିଲ୍ମରେ ହୋଇଥିବା କ୍ଷତିର ଭରଣା କରିବାକୁ ସେ ଏହି ମେସିନ୍ ଚୋରି କରି ଧରା ପଡିଥିବା ପୁଲିସ ନିକଟରେ ମାନିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଗଂଜାମ ଖଲ୍ଲିକୋଟ ଅଂଚଳର ଏହି ଘଟଣା ଘଟିଥିଲା। ଚୋରି କରିଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ସୁପାଂଶୁ ମହାନ୍ତି।

ତେବେ ଜଣେ ଫିଲ୍ମ ପ୍ରଯୋଜକ ରାସ୍ତା କାମରେ ବ୍ୟବହୃତ ଏହି ମେସିନ୍‌ ଚୋରି କରିବା ଅଲୋଚନାର ବିଷୟ ହୋଇଛି।

ସୂଚନା ମୁତାବକ, ଖଲିକୋଟ ବନବିଭାଗ ଅଫିସ୍ ସାମନାରେ ଏହି ମେସିନ୍ ରଖିଥିଲେ ଏହାର ମାଲିକ ପ୍ରମୋଦ ସାହୁ। ତେବେ ଗତ ୬ ତାରିଖରେ ଏହି ମେସିନ୍ ଚୋରି ହୋଇଯାଇଥିଲା। ମେସିନ ଚୋରି ହୋଇଥିବା ନେଇ ସେ ପୁଲିସରେ ଅଭିଯୋଗ କରିଥିଲେ। ପରେ ତଦନ୍ତ ଆରମ୍ଭ କରିଥିଲା ଖଲ୍ଲିକୋଟ ପୁଲିସ। ଆଉ ଚୋରି ବେଳର ଏହି ସମସ୍ତ କାରନାମା କଏଦ ହୋଇଥିଲା ସ୍ଥାନୀୟ ଏକ ସିସିଟିଭି କ୍ୟାମେରାରେ।

ରାତିର ଅନ୍ଧକାର ଭିତରେ ଏକ ପିକ୍ଅପ୍ ଭ୍ୟାନ୍ ଜାରିଆରେ ମିକ୍ସଚା ମେସିନ୍‌କୁ ଟାଣି ନିଆଯାଇଥିବା ଦେଖିବାକୁ ମିଳିଥିଲା। ତଦନ୍ତ ପରେ ଏହି ମିକ୍ସର ମେସିନ୍‌କୁ ଭୁବନେଶ୍ୱରର ସୁପାଂଶୁ ମହାନ୍ତି ନାମକ ଫିଲ୍ମ ପ୍ରଯୋଜକ ଚୋରି କରି ନେଇଥିବା ଜଣାପଡିଥିଲା। ଏହି ମେସିନ୍‌କୁ ଚୋରି କରି ନେଇ ସେ ଭୁବନେଶ୍ୱର ମଂଚେଶ୍ୱରର ଏକ କବାଡି ଦୋକାନରେ ବିକ୍ରି କରି ଦେଇଥିଲେ।

ତଦନ୍ତ କରି ପୁଲିସ ଏହି ଫିଲ୍ମ ପ୍ରଯୋଜକଙ୍କ ସହ କବାଡି ଦୋକାନୀକୁ ଗିରଫ କରିଛି। ଚୋରିର ମାତ୍ର ୪ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଏନେଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି, ଟଙ୍କା ଅସୁବିଧା ଥିବାରୁ ଏଭଳି ଚୋରି କାମ କରିଥିବା ପ୍ରକାଶ କହିଛି। ଏଥିସହ ବିଭିନ୍ନ ଫିଲ୍ମ ତିଆରି କରି ୟୁଟ୍ୟୁବ୍‌ରେ ଲୋଡ୍‌ କରିଥିବା ମଧ୍ୟ ଦେଖାଇଥିଲା।

ପ୍ରକାଶ କହିଛନ୍ତି, ଭାଇଦେହ ଖରାପ ଥିବାରୁ ଟଙ୍କା ଯୋଗାଡ଼ ନିମନ୍ତେ ଏହି ଗାଡ଼ି ଚୋରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story