ପରିବା ମାର୍କେଟରେ ଲାଗିଛି ନିଆଁ, ହାତ ମାରିବାକୁ ଡର ମାଡୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ତ୍ତିକ ମାସରେ ପରିବା ଦରରେ ଲାଗିଛି ନିଆଁ। ଘରେ ଆମିଷ ପଶୁନଥିବାରୁ ପରିବା ଦର ହୁ ହୁ ହୋଇ ବୃଦ୍ଧି ପାଇଛି। ସପ୍ତାହକ ତଳେ ପରିବା ଦର ଯାହା ଥିଲା, ତାହା ଏବେ ଢେର ଅଧିକ ବଢିଛି। ଏବେ ପରିବାରେ ହାତ ମାରିବାକୁ ଡର ମାଡ଼ୁଛି। କଟକ ଛତ୍ରବଜାର ମାର୍କେଟକୁ ୩୦୦ ଟଙ୍କା ଧରେ ଗଲେ ବ୍ୟାଗ ଫୁଲ୍‌ ହେଲାନି। କେଜି ପ୍ରତି ଜହ୍ନି ୪୦, ଝୁଡୁଙ୍ଗ ୫୦, ପୋଟଳ ୫୦, ବିଲାତି […]

Fire-at-vegetable-market-in-Odisha

Fire-at-vegetable-market-in-Odisha

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 06:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ତ୍ତିକ ମାସରେ ପରିବା ଦରରେ ଲାଗିଛି ନିଆଁ। ଘରେ ଆମିଷ ପଶୁନଥିବାରୁ ପରିବା ଦର ହୁ ହୁ ହୋଇ ବୃଦ୍ଧି ପାଇଛି। ସପ୍ତାହକ ତଳେ ପରିବା ଦର ଯାହା ଥିଲା, ତାହା ଏବେ ଢେର ଅଧିକ ବଢିଛି। ଏବେ ପରିବାରେ ହାତ ମାରିବାକୁ ଡର ମାଡ଼ୁଛି।

କଟକ ଛତ୍ରବଜାର ମାର୍କେଟକୁ ୩୦୦ ଟଙ୍କା ଧରେ ଗଲେ ବ୍ୟାଗ ଫୁଲ୍‌ ହେଲାନି। କେଜି ପ୍ରତି ଜହ୍ନି ୪୦, ଝୁଡୁଙ୍ଗ ୫୦, ପୋଟଳ ୫୦, ବିଲାତି ୪୦, ବିନ ୮୦, ଭେଣ୍ଡି ୪୫, କାଙ୍କଡ ୮୦, ଧନିଆପତ୍ର ୪ ଶହ, ବାଇଗଣ ୩୦ ଓ ବନ୍ଧାକୋବି ୩୦ ରହିଛି। ସେହିପରି ଫୁଲକୋବି ଗୋଟାକୁ ୫୦ଟଙ୍କାରେ ବିକ୍ରି ହେଉଛି। ଖାଲି ପରିବା ନୁହେଁ, ଅଦା କେଜି ପ୍ରତି ଶହେ ଟଙ୍କା, ରସୁଣ ୧୬୦ ଓ ପିଆଜ ୫୦ଟଙ୍କା ରହିଛି।

ବ୍ୟବସାୟୀ ସଂଘର କହିବାନୁଯାୟୀ, ସାଧାରଣତଃ କଞ୍ଚା ପନିପରିବା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରାଯାଏ। ତେବେ ବର୍ଷାଯୋଗୁଁ ପରିବା ଦର ପ୍ରଭାବିତ ହୋଇଛି। ରାଜ୍ୟରେ ବର୍ଷାଯୋଗୁଁ ପସଲ ନଷ୍ଟ ହୋଇଛି। ତେଣୁ ମାସେ ପର୍ଯ୍ୟନ୍ତ ଦର ଉଚ୍ଚା ରହିବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସ୍ୟାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

ବାଲେଶ୍ୱରର ନୂଆ ବଜାର ମାର୍କେଟରେ ପ୍ରତିଦିନ ଟ୍ରକ୍ ଟ୍ରକ୍ ପରିବା ଆସୁଥିଲା। ଏଠାରୁ ବେପାରୀମାନେ ପରିବା ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରିଥାନ୍ତି। ହେଲେ ଏବେ ଟ୍ରକ ବଦଳରେ ଲାଗୁଛି ଛୋଟ ପିକ୍ଅପ୍। ରେମୁଣା, ଜଳେଶ୍ୱର, ଗଡବତା ଆଦି ଅଞ୍ଚଳରୁ ପ୍ରତିଦିନ ଚାଷୀମାନେ ପରିବା ନେଇ ଆସିଥାନ୍ତି। କିନ୍ତୁ ଏବେ ପରିବା ଉତ୍ପାଦନ କମି ଥିବାରୁ ଏଠାକୁ ସେମିତି ପରିବା ଆସୁନି। ଆଉ ଯାହା କିଛି ଆସୁଛି, ତାହା ଆକାଶ ଛୁଆଁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story