ନିଆଁରେ ଜଳିଗଲା ୩ଟି ପରିବାରର ଘର

ଯାଜପୁର (ଗୁଲାମ ଗସ): ନିଆଁ ଲାଗି ଜଳିଗଲା ଘର। ତା’ସହିତ ଛାରଖାର ହୋଇଗଲା ଘରର ସମସ୍ତ ଜିନିଷପତ୍ର। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୩ଟି ପରିବାର ବାସହରା ହୋଇଯାଇଛନ୍ତି। ସେମାନଙ୍କ ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ସେମାନେ ନିଃସ୍ୱପ୍ରାୟ ହୋଇଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ଗାଁର ଚନ୍ଦ୍ରମଣି ଜତି, କୃପାସିନ୍ଧୁ ଜତି ଓ […]

fire

fire

Jitendra Garnayak
  • Published: Thursday, 24 December 2020
  • Updated: 24 December 2020, 09:10 AM IST

Sports

Latest News

ଯାଜପୁର (ଗୁଲାମ ଗସ): ନିଆଁ ଲାଗି ଜଳିଗଲା ଘର। ତା’ସହିତ ଛାରଖାର ହୋଇଗଲା ଘରର ସମସ୍ତ ଜିନିଷପତ୍ର। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୩ଟି ପରିବାର ବାସହରା ହୋଇଯାଇଛନ୍ତି। ସେମାନଙ୍କ ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ସେମାନେ ନିଃସ୍ୱପ୍ରାୟ ହୋଇଯାଇଛନ୍ତି।

ଏହି ଅଗ୍ନିକାଣ୍ଡରେ ଗାଁର ଚନ୍ଦ୍ରମଣି ଜତି, କୃପାସିନ୍ଧୁ ଜତି ଓ ବ୍ରଜମୋହନ ଜତିଙ୍କର ୭ ବଖରା ଘର ପୋଡ଼ି ଯାଇଛି।

ନିଆଁ ଲାଗିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକାଳ ବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗି ଯାଇଥିଲା। ସେତେବେଳକୁ ଏହି ତିନି ପରିବାରର ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲ। ଏଥିରେ କେହ ଆହତ ହୋଇ ନଥିବା ଜଣାପଡ଼ିଛି। ତେବେ ନିଆଁ ଲାଗିବାର କାରଣ ସଂପର୍କରେ କିଛି ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story