ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୨୧ ବଖରା ଘର

ଗୁଣୁପୁର (ଇନ୍ଦ୍ରଜିତ୍ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବ୍ଲକ୍‌ର ଚିନ୍ତାଲଗୁଡ଼ା ଗାଁରେ ନିଆଁ ଲାଗି ୨୧ ବଖରା ଘର ଜଳି ଯାଇଛି। ଫଳରେ ସାତୋଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗାଁରେ ହଠାତ୍ ନିଆଁ ଲାଗି ଯାଇଥିଲା।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା […]

fire

fire

Jitendra Garnayak
  • Published: Thursday, 24 January 2019
  • Updated: 24 January 2019, 09:06 AM IST

Sports

Latest News

ଗୁଣୁପୁର (ଇନ୍ଦ୍ରଜିତ୍ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବ୍ଲକ୍‌ର ଚିନ୍ତାଲଗୁଡ଼ା ଗାଁରେ ନିଆଁ ଲାଗି ୨୧ ବଖରା ଘର ଜଳି ଯାଇଛି। ଫଳରେ ସାତୋଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗାଁରେ ହଠାତ୍ ନିଆଁ ଲାଗି ଯାଇଥିଲା।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

କେଉଁ କାରଣରୁ ନିଆଁ ଲାଗିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story