କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଫରେଷ୍ଟ ପ୍ଲାଣ୍ଟଟେସନରେ ନିଆଁ ଲଗାଇଲେ ଦୁର୍ବୁତ୍ତ। ବଲାଙ୍ଗୀର କଣ୍ଟାବାଞ୍ଜି ଫରେଷ୍ଟ ପ୍ଲାଣ୍ଟଟେସନରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ଦୁଇ ଶହ ଗଛ ପୋଡିଯାଇ ନଷ୍ଟ ହୋଇଛି। କଣ୍ଟାବାଞ୍ଜି ରେଞ୍ଜ ଅଧୀନ ଅଧିନସ୍ଥ ସହରର କେଭି ଡିଗ୍ରୀ କଲେଜ ପଛ ପଟେ ଗତ ବର୍ଷ ବନ ବିଭାଗ ପକ୍ଷରୁ ହଜାରେ ଗଛ ପ୍ଲାଣ୍ଟଟେସନ କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏହା ଭିତରକୁ ପଶି ନିଆଁ ଲଗାଇ ଦେଇଥିବା ଜଣାପଡିଛି।
ଖବର ପାଇ କଣ୍ଟାବାଞ୍ଜିର ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପରେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବନମାଳୀଙ୍କ ସହ ପାରା ସ୍କ୍ୱାର୍ଡ଼ ଟିମ ପହଞ୍ଚି ଏହାର ତଦନ୍ତ କରିଛନ୍ତି।
ପ୍ରାୟ ଏକ ହଜାର ଗଛ ଲଗା ଯାଇଥିବା ଏହି ପ୍ଲାଣ୍ଟଟେସନରେ ପାଖାପାଖି ଦୁଇ ଶହ ଗଛ ପୋଡି ନଷ୍ଟ ହୋଇଥିବା କହିଛନ୍ତି କଣ୍ଟାବାଞ୍ଜି ରେଞ୍ଜର। ସେପଟେ ନିଆଁ କେମିତି, କିଏ ଓ କ'ଣ ପାଇଁ ଲାଗାଇଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।
Miscellaneous
୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।
Miscellaneous
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ
୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।
Miscellaneous
୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ୯ ତାରିଖ ଜନତା ମଇଦାନରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ।