ଶହ ଶହ ଗଛ ଜାଳି ଦେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଫରେଷ୍ଟ ପ୍ଲାଣ୍ଟଟେସନରେ ନିଆଁ ଲଗାଇଲେ ଦୁର୍ବୁତ୍ତ। ବଲାଙ୍ଗୀର କଣ୍ଟାବାଞ୍ଜି ଫରେଷ୍ଟ ପ୍ଲାଣ୍ଟଟେସନରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ଦୁଇ ଶହ ଗଛ ପୋଡିଯାଇ ନଷ୍ଟ ହୋଇଛି। କଣ୍ଟାବାଞ୍ଜି ରେଞ୍ଜ ଅଧୀନ ଅଧିନସ୍ଥ ସହରର କେଭି ଡିଗ୍ରୀ କଲେଜ ପଛ ପଟେ ଗତ ବର୍ଷ ବନ ବିଭାଗ ପକ୍ଷରୁ ହଜାରେ ଗଛ ପ୍ଲାଣ୍ଟଟେସନ କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏହା ଭିତରକୁ ପଶି ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଖବର ପାଇ କଣ୍ଟାବାଞ୍ଜିର […]

Fire at forest plantation

Fire at forest plantation

Madhupriya Mistry
  • Published: Wednesday, 06 April 2022
  • Updated: 06 April 2022, 11:38 AM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଫରେଷ୍ଟ ପ୍ଲାଣ୍ଟଟେସନରେ ନିଆଁ ଲଗାଇଲେ ଦୁର୍ବୁତ୍ତ। ବଲାଙ୍ଗୀର କଣ୍ଟାବାଞ୍ଜି ଫରେଷ୍ଟ ପ୍ଲାଣ୍ଟଟେସନରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ଦୁଇ ଶହ ଗଛ ପୋଡିଯାଇ ନଷ୍ଟ ହୋଇଛି। କଣ୍ଟାବାଞ୍ଜି ରେଞ୍ଜ ଅଧୀନ ଅଧିନସ୍ଥ ସହରର କେଭି ଡିଗ୍ରୀ କଲେଜ ପଛ ପଟେ ଗତ ବର୍ଷ ବନ ବିଭାଗ ପକ୍ଷରୁ ହଜାରେ ଗଛ ପ୍ଲାଣ୍ଟଟେସନ କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏହା ଭିତରକୁ ପଶି ନିଆଁ ଲଗାଇ ଦେଇଥିବା ଜଣାପଡିଛି।

ଖବର ପାଇ କଣ୍ଟାବାଞ୍ଜିର ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପରେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବନମାଳୀଙ୍କ ସହ ପାରା ସ୍କ୍ୱାର୍ଡ଼ ଟିମ ପହଞ୍ଚି ଏହାର ତଦନ୍ତ କରିଛନ୍ତି।

ପ୍ରାୟ ଏକ ହଜାର ଗଛ ଲଗା ଯାଇଥିବା ଏହି  ପ୍ଲାଣ୍ଟଟେସନରେ ପାଖାପାଖି ଦୁଇ ଶହ ଗଛ ପୋଡି ନଷ୍ଟ ହୋଇଥିବା କହିଛନ୍ତି କଣ୍ଟାବାଞ୍ଜି ରେଞ୍ଜର। ସେପଟେ ନିଆଁ କେମିତି, କିଏ ଓ କ'ଣ ପାଇଁ ଲାଗାଇଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story