ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଜାଗମରା ସ୍ଥିତ ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ। ଆଜି ରାତି ୧୦ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଦୁଇ ମହଲା ବିଶିଷ୍ଟ କୋଠାରେ ରହିଛି ଏହି ଫିଟ୍‌ନେସ୍ ସେଣ୍ଟର। ଏହାର ପ୍ରବେଶ ପଥରେ ନିଆଁ ଲାଗି ବ୍ୟାପୀ ଯାଇଥିଲା। ସେପଟେ ଫିଟ୍‌ନେସ୍ ସେଣ୍ଟର ଭିତରେ ୩ ଜଣ ଫସି ରହିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛି। ନିଆଁ ଲିଭାଇବା ସହ ଫସି […]

fire

fire

Niranjan Mishra
  • Published: Sunday, 23 October 2022
  • Updated: 23 October 2022, 10:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଜାଗମରା ସ୍ଥିତ ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ। ଆଜି ରାତି ୧୦ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଦୁଇ ମହଲା ବିଶିଷ୍ଟ କୋଠାରେ ରହିଛି ଏହି ଫିଟ୍‌ନେସ୍ ସେଣ୍ଟର। ଏହାର ପ୍ରବେଶ ପଥରେ ନିଆଁ ଲାଗି ବ୍ୟାପୀ ଯାଇଥିଲା।

ସେପଟେ ଫିଟ୍‌ନେସ୍ ସେଣ୍ଟର ଭିତରେ ୩ ଜଣ ଫସି ରହିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛି। ନିଆଁ ଲିଭାଇବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos