ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନାର ଜି. ଦାମୋଦରପଲ୍ଲୀରେ ନିଆଁରେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଜି. ସୀମାଞ୍ଚଳ ପାତ୍ର । ଗତ ରାତିରେ ଶୋଇଥିବାବେଳେ ବିଦ୍ୟୁତ୍‌ ସଟ୍ ସର୍କିଟରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ଅବସ୍ଥାରେ ହିଁ ସୀମାଞ୍ଚଳ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।  ଗାଁରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି।  

fire-1--1

fire-1--1

Niharika Rout
  • Published: Friday, 31 January 2020
  • Updated: 31 January 2020, 12:57 PM IST

Sports

Latest News

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନାର ଜି. ଦାମୋଦରପଲ୍ଲୀରେ ନିଆଁରେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଜି. ସୀମାଞ୍ଚଳ ପାତ୍ର ।

ଗତ ରାତିରେ ଶୋଇଥିବାବେଳେ ବିଦ୍ୟୁତ୍‌ ସଟ୍ ସର୍କିଟରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ଅବସ୍ଥାରେ ହିଁ ସୀମାଞ୍ଚଳ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।  ଗାଁରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos