ଧାନ ବିଡ଼ା ବୋଝେଇ ଟ୍ରକ୍‌ରେ ନିଆଁ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ତାରା ଗାଁରେ ଏକ ଧାନ ବିଡ଼ା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଖବର ପାଇ ନବରଙ୍ଗପୁର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନାଅନୁସାରେ, ଚାଷୀ ଡମ୍ୱରୁ ରଣା ଆଜି  ଏକ ଟ୍ରକରେ ଧାନ ବିଡ଼ା ବୋଝେଇ କରି ମାଝିଗୁଡ଼ାକୁ ଆଣୁଥିଲେ। ଏହି ସମୟରେ ରାସ୍ତାରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଉକ୍ତ ଧାନ ବିଡ଼ାରେ ନିଆଁ ଲାଗି ଯାଇଥିଲା। ତେବେ ଧାନ […]

nabarangpur

nabarangpur

Jyoshna Pradhan
  • Published: Saturday, 23 November 2019
  • Updated: 23 November 2019, 02:53 PM IST

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ତାରା ଗାଁରେ ଏକ ଧାନ ବିଡ଼ା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଖବର ପାଇ ନବରଙ୍ଗପୁର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନାଅନୁସାରେ, ଚାଷୀ ଡମ୍ୱରୁ ରଣା ଆଜି  ଏକ ଟ୍ରକରେ ଧାନ ବିଡ଼ା ବୋଝେଇ କରି ମାଝିଗୁଡ଼ାକୁ ଆଣୁଥିଲେ। ଏହି ସମୟରେ ରାସ୍ତାରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଉକ୍ତ ଧାନ ବିଡ଼ାରେ ନିଆଁ ଲାଗି ଯାଇଥିଲା।

ତେବେ ଧାନ ବିଡ଼ାରେ ନିଆଁ ଲାଗିଥିବା ଜାଣି ପାରି ଗାଡ଼ିରେ ବସିଥିବା ଚାଷୀ ଡମ୍ୱୁରୁ, ଡ୍ରାଇଭର ଓ ହେଲପର୍ ଗାଡ଼ିରୁ ତଳକୁ ଓହ୍ଲାଇ ପଡ଼ିଥିଲେ। ଏଥିସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭାଇ ପାରି ନଥିଲେ। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story