୨ ଦିନ ହେଲା ଜଳୁଛି ସିପସୁର ବାଲି ଜଙ୍ଗଲ

ବ୍ରହ୍ମଗିରି( ରବି ନାରାୟଣ ପୂଜାରୀ) ସୋମବାର ରାତିରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସିପସୁର ବାଲି ଜଙ୍ଗଲରେ ଲାଗି ରହିଥିବା ନିଆଁ ଥମିବା ନାଁ ଧରୁ ନାହିଁ। ଗତ ୨ ଦିନ ଧରି ଜଳୁଥିବାରୁ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହେବାରେ ଲାଗିଛି। ଘଟଣାସ୍ଥଳକୁ ଦମକଳବାହିନୀ କର୍ମଚାରୀ ପହଞ୍ଚି ପାରୁ ନ ଥିବା ବେଳେ କେବଳ ବନ ବିଭାଗ କର୍ମଚାରୀ ଛୋଟ ଛୋଟ ଡ୍ରମ୍‌ରେ ପାଣି ନେଇ ତାହାକୁ ସ୍ପ୍ରେ କରି ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା […]

foreest-1--1

foreest-1--1

Niharika Rout
  • Published: Wednesday, 18 March 2020
  • Updated: 18 March 2020, 10:13 AM IST

Sports

Latest News

ବ୍ରହ୍ମଗିରି( ରବି ନାରାୟଣ ପୂଜାରୀ) ସୋମବାର ରାତିରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସିପସୁର ବାଲି ଜଙ୍ଗଲରେ ଲାଗି ରହିଥିବା ନିଆଁ ଥମିବା ନାଁ ଧରୁ ନାହିଁ। ଗତ ୨ ଦିନ ଧରି ଜଳୁଥିବାରୁ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହେବାରେ ଲାଗିଛି।

ଘଟଣାସ୍ଥଳକୁ ଦମକଳବାହିନୀ କର୍ମଚାରୀ ପହଞ୍ଚି ପାରୁ ନ ଥିବା ବେଳେ କେବଳ ବନ ବିଭାଗ କର୍ମଚାରୀ ଛୋଟ ଛୋଟ ଡ୍ରମ୍‌ରେ ପାଣି ନେଇ ତାହାକୁ ସ୍ପ୍ରେ କରି ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ତୁରନ୍ତ ଏହି ନିଆଁ ଲିଭାଇବାକୁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story