ବ୍ୟାଙ୍କରେ ଲାଗିଗଲା ନିଆଁ

Ordigital Desk
  • Published: Saturday, 25 November 2017
  • , Updated: 25 November 2017, 12:37 PM IST
<p>କଟକ: କଟକ ଜିଲ୍ଲା ସାଲେପୁରରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବ୍ୟାଙ୍କରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି &nbsp;ନଷ୍ଟ ହୋଇ ଯାଇଛି। ବ୍ୟାଙ୍କ ମଧ୍ୟରେ ଥିବା ଆସବାବପତ୍ର ମଧ୍ୟ ନିଆଁରେ ପୋଡ଼ି ଯାଇଛି।</p> <p>ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି&nbsp; ନିଆଁକୁ ନିୟନ୍ତ୍ରଣ କରିଥିଲା।</p>

Related story