ଗୁହାଳ ଧୂଆଁରୁ ଲାଗିଲା ନିଆଁ, ଜଳିଗଲା ୧୫ ବଖରା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ ) କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଗୋବିନ୍ଦପୁର ଗ୍ରାମରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। । ଅଗ୍ନିକାଣ୍ଡ ରେ ୫ ପରିବାରର ୧୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି।।   ଗତକାଲି ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା। ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ମହାକାଳପଡ଼ା, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ […]

fire-11

fire-11

Niharika Rout
  • Published: Tuesday, 24 December 2019
  • Updated: 24 December 2019, 08:39 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ ) କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଗୋବିନ୍ଦପୁର ଗ୍ରାମରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ରେ ପରିବାରର ୧୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି 

ଗତକାଲି ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲାଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ମହାକାଳପଡ଼ା, ମାର୍ଶାଘାଇ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଘରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡ଼ି ଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos