ରାଜଧାନୀରେ ଅପରାଧୀଙ୍କ ରାଜ୍‌: ବୁଲୁଛି ବନ୍ଧୁକ, ଫୁଟୁଛି ଗୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଅପରାଧୀଙ୍କ ରାଜ୍‌। ଅସୁରକ୍ଷିତ ହୋଇପଡୁଛି ସ୍ମାର୍ଟ ସିଟି। ସଞ୍ଜ ନଇଁଲେ ସକ୍ରିୟ ହେଉଛନ୍ତି ଅପରାଧୀ। କଥାକଥାରେ ଫୁଟୁଛି ଗୁଳି। ଅପରାଧୀ ଅପରାଧ ଘଟାଇ ଫେରାର ହୋଇଯାଇଛନ୍ତି। ମାତ୍ର ସେମାନଙ୍କୁ ଧରିବାରେ କମିଶନରେଟ୍‌ ପୋଲିସ ଏକ ପ୍ରକାର ଫେଲ ମାରୁଛି। ଦୁଇ ଦିନ କ୍ରମାଗତ ଭାବେ ଗୁଳି ଫୁଟିଥିବାରୁ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି। ଆଜି ସନ୍ଧ୍ୟାରେ ସିଆର୍‌ପିଏଫ୍‌ ଓଭରବ୍ରିଜ ଉପରେ ଗୁଳି ଫୁଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। […]

Rakesh Mallick
  • Published: Monday, 21 August 2017
  • Updated: 21 August 2017, 11:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଅପରାଧୀଙ୍କ ରାଜ୍‌। ଅସୁରକ୍ଷିତ ହୋଇପଡୁଛି ସ୍ମାର୍ଟ ସିଟି। ସଞ୍ଜ ନଇଁଲେ ସକ୍ରିୟ ହେଉଛନ୍ତି ଅପରାଧୀ। କଥାକଥାରେ ଫୁଟୁଛି ଗୁଳି। ଅପରାଧୀ ଅପରାଧ ଘଟାଇ ଫେରାର ହୋଇଯାଇଛନ୍ତି। ମାତ୍ର ସେମାନଙ୍କୁ ଧରିବାରେ କମିଶନରେଟ୍‌ ପୋଲିସ ଏକ ପ୍ରକାର ଫେଲ ମାରୁଛି। ଦୁଇ ଦିନ କ୍ରମାଗତ ଭାବେ ଗୁଳି ଫୁଟିଥିବାରୁ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି।

ଆଜି ସନ୍ଧ୍ୟାରେ ସିଆର୍‌ପିଏଫ୍‌ ଓଭରବ୍ରିଜ ଉପରେ ଗୁଳି ଫୁଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ପଲସର ବାଇକ୍‌ ଓ ଖୋକା ଜବତ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇପାରି ନାହିଁ। ଏହି ଘଟଣାକୁ ନେଇ ରାଜଧାନୀବାସୀ ଭୟଭୀତ ହୋଇପଡ଼ିଛନ୍ତି।

ଗତକାଲି ଭୁବନେଶ୍ୱରର ଖଣ୍ଡଗିରି ସିଜୁଆ ଅଞ୍ଚଳର ବିଶ୍ୱରଞ୍ଜନ ସ୍ୱାଇଁ ଓ ତାଙ୍କ ପତ୍ନୀ କାରରେ ଆଇଗଣିଆରୁ ଆସୁଥିଲେ। ଘର ପାଖରେ ପହଞ୍ଚି କାରରୁ ଓହ୍ଲାଇବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ଚେନ୍‌ ଛିଡାଇ ନେଇଯାଇଥିଲେ। ଏହି ସମୟରେ ବିଶ୍ୱରଞ୍ଜନ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇ ଚେନ୍‌ ଲୁଟି ନେଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଆଜି ପୋଲିସ ଭୀମସେନ ନାୟକ ଓ ଅଶୋକ ବେହେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବନ୍ଧୁକ ଓ ବାଇକ ଜବତ କରିଛି। ଦୁଇ ମାସରେ ସେମାନଙ୍କ ନାଁ ୧୫ରୁ ଅଧିକ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story