ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା ଜୁନିୟର କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ। ରେଭେନ୍ସା ଜୁନିୟର କଲେଜରେ କଳାରେ ୭୨.୫ ପ୍ରତିଶତ ରହିଛି କଟ୍ ଅଫ୍ ମାର୍କ। ଦ୍ୱିତୀୟରେ ବିଜେବି କଲେଜ  ଥିବା ବେଳେ କଟ୍ ଅଫ୍ ମାର୍କ ରହିଛି ୭୧.୮୩%। ଏହାବ୍ୟତୀତ ୬୭.୮୩% ସହ ୩ୟରେ ରହିଛି ରାଉରକେଲା ସରକାରୀ ଜୁନିଅର କଲେଜ। ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା […]

students

students

Niharika Rout
  • Published: Friday, 18 September 2020
  • Updated: 18 September 2020, 11:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ।

ରେଭେନ୍ସା ଜୁନିୟର କଲେଜରେ କଳାରେ ୭୨.୫ ପ୍ରତିଶତ ରହିଛି କଟ୍ ଅଫ୍ ମାର୍କ। ଦ୍ୱିତୀୟରେ ବିଜେବି କଲେଜ  ଥିବା ବେଳେ କଟ୍ ଅଫ୍ ମାର୍କ ରହିଛି ୭୧.୮୩%। ଏହାବ୍ୟତୀତ ୬୭.୮୩% ସହ ୩ୟରେ ରହିଛି ରାଉରକେଲା ସରକାରୀ ଜୁନିଅର କଲେଜ।

ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ଥିବା ବେଳେ କଟ୍ ଅଫ୍ ମାର୍କ ୮୯% ରହିଛି ।   ୮୮.୬% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ  ଓ ୮୬.୬୭% ସହ ତୃତୀୟ ସ୍ଥାନରେ ରହିଛି  ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର।

ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିୟର କଲେଜ ଥିବା ବେଳେ ୭୫.୫% ସହ ୨ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି। ଏହାବ୍ୟତୀତ ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story