ଶୁକ୍ରବାରଠାରୁ ପ୍ରଥମ ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚ୍ୟାର୍ ଟେନିସ ଆୟୋଜିତ ହେବାକୁ ଯାଉଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଆସନ୍ତାକାଲି ଠାରୁ ତିନି ଦିନିଆ ହୁଇଲ୍ ଚ୍ୟାର୍ ଟେନିସ୍ କର୍ମଶାଳା ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ରାଜ୍ୟର ପାଖାପାଖି ୨୦ ଜଣ ପ୍ରତିଯୋଗୀ ଭାଗନେବେ। ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ (IWTT) ସହଯୋଗରେ ଗୁରୁକୂଳ ଟେନିସ୍ ରିସୋର୍ଟରେ ଚକଲେଟ୍ ଗ୍ରୁପ ଦ୍ୱାରା ଆୟୋଜିତ ଏହି କର୍ମଶାଳା ତିନିଦିନ ଧରି […]

tennis

tennis

Ranjit Kumar Jena
  • Published: Thursday, 18 February 2021
  • Updated: 19 February 2021, 12:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚ୍ୟାର୍ ଟେନିସ ଆୟୋଜିତ ହେବାକୁ ଯାଉଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଆସନ୍ତାକାଲି ଠାରୁ ତିନି ଦିନିଆ ହୁଇଲ୍ ଚ୍ୟାର୍ ଟେନିସ୍ କର୍ମଶାଳା ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ରାଜ୍ୟର ପାଖାପାଖି ୨୦ ଜଣ ପ୍ରତିଯୋଗୀ ଭାଗନେବେ।

ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ (IWTT) ସହଯୋଗରେ ଗୁରୁକୂଳ ଟେନିସ୍ ରିସୋର୍ଟରେ ଚକଲେଟ୍ ଗ୍ରୁପ ଦ୍ୱାରା ଆୟୋଜିତ ଏହି କର୍ମଶାଳା ତିନିଦିନ ଧରି ଚାଲିବ। ୨୧ ତାରିଖରେ ଏହି ହୁଇଲ୍ ଚ୍ୟାର୍ ଟେନିସ୍ କର୍ମଶାଳା ଉଦଯାପିତ ହେବାକୁ ଥିବା ବେଳେ ଆଗାମୀ ଏକ ବର୍ଷ ଯାଏଁ କିନ୍ତୁ ଏହି ଗୁରୁକୁଳ ଟେନିସ୍ ରିସୋର୍ଟରେ ହୁଇଲ୍ ଚ୍ୟାର୍ ଟେନିସ୍ ଟ୍ରେନିଂ କ୍ୟାମ୍ପ ଜାରି ରହିବ।

ଏହି ପରିପ୍ରେକ୍ଷୀରେ ଆଜି ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ (IWTT) ଓ ଚକଲେଟ୍ ଗ୍ରୁପ ଦ୍ୱାରା ଏକ ‘MOA’ ସ୍ୱାକ୍ଷର ମଧ୍ୟ ହୋଇଛି। ଏହାସହ ଏହି ଅବସରରେ ଜର୍ସି ଉନ୍ମୋଚନ ହୋଇଛି। ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ ଓ ଚକଲେଟ୍ ଗ୍ରୁପ’ର ଏହି ଉଦ୍ୟମ ଭିନ୍ନକ୍ଷମ ଟେନିସ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଓ ଆଗକୁ ବଢ଼ିବା ସହ ଏଥିରେ କ୍ୟାରିୟର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର’ର (IWTT) ଚେୟାରମ୍ୟାନ୍ ସୁନୀଲ ଜେନ୍, ପ୍ରୋଜେକ୍ଟ ହେଡ୍ ବିଜୟ ସୂର୍ଯ୍ୟନାରାୟଣ ଓ ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନଙ୍କ ସହ ଚକଲେଟ୍ ଗ୍ରୁପର ଫାଉଣ୍ଡର ଚିନ୍ମୟ ପ୍ରଧାନ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story