ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ‘ଖେଳ ପଡ଼ିଆ’ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେବାର ୫ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏବେ ବି ୭୭% ସ୍କୁଲରେ ଖେଳପଡ଼ିଆ ନଥିବା ଜଣାପଡ଼ିଛି। ୫ବର୍ଷ ଧରି ଚୁପ୍ ବସିବାପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକରେ ‘ଖେଳପଡ଼ିଆ’ର ବନ୍ଦୋବସ୍ତ ନିମନ୍ତେ ଗତକାଲି ଜିଲ୍ଲାପଳମାନଙ୍କୁ ଚିଠି ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି […]

play

play

Manoranjan Sial
  • Published: Saturday, 04 July 2020
  • Updated: 04 July 2020, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ‘ଖେଳ ପଡ଼ିଆ’ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେବାର ୫ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏବେ ବି ୭୭% ସ୍କୁଲରେ ଖେଳପଡ଼ିଆ ନଥିବା ଜଣାପଡ଼ିଛି। ୫ବର୍ଷ ଧରି ଚୁପ୍ ବସିବାପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକରେ ‘ଖେଳପଡ଼ିଆ’ର ବନ୍ଦୋବସ୍ତ ନିମନ୍ତେ ଗତକାଲି ଜିଲ୍ଲାପଳମାନଙ୍କୁ ଚିଠି ଲେଖାଯାଇଛି।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଶିକ୍ଷା ଅଧିକାର ଆଇନ-୨୦୦୯ ପ୍ରାବଧାନ ଅନୁସାରେ ସମସ୍ତ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡ଼ିକରେ ଖେଳପଡ଼ିଆର ବ୍ୟବସ୍ଥା ପାଇଁ ୨୦୧୫ ଡିସେମ୍ବର ୪ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। ୨୦୧୫ ଡିସେମ୍ବର ୭ତାରିଖରେ ମଧ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଖେଳ ପଡ଼ିଆ ଚିହ୍ନଟ ନିମେନ୍ତ ସ୍ଥାନୀୟ ଆରଆଇମାନଙ୍କୁ ସହଯୋଗ କରିବାକୁ ସ୍କୁଲ ପ୍ରଧାନଶିକ୍ଷକ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁସବୁ ସ୍କୁଲରେ ଖେଳପଡ଼ିଆ ନାହିଁ ସେଠାରେ ଥିବା ସରକାରୀ ଜମିକୁ ଆରଆରଇମାନଙ୍କ ସହାୟତାରେ ସ୍କୁଲ ଖେଳପଡ଼ିଆ ଭାବେ ଚିହ୍ନଟ କରି ତହସିଲଦାରଙ୍କ ପାଖରେ ଏ ସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ ନିମନ୍ତେ କୁହାଯାଇଥିଲା। ତେବେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କଠୁ ମିଳିଥିବା ରିପୋର୍ଟ ଅନୁସାରେ ଏହି ଖେଳପଡ଼ିଆ ଚିହ୍ନଟ ପ୍ରକ୍ରିୟା ଏବେବି ଜାରି ରହିଛି। ତେଣୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ତହସିଲଦାରମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।
ତେବେ ପ୍ରଶ୍ନଉଠୁଛି, ଶିକ୍ଷା ଅଧିକାର ଆଇନ-୨୦୦୯ ଅନ୍ତର୍ଗତ ସ୍କୁଲରେ ଖେଳପଡ଼ିଆ ବାଧ୍ୟତାମୂଳକ ଥିବାବେଳେ ରାଜ୍ୟ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବାର ୧୦ବର୍ଷ ପରେ ବି ଏହାର ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୫୧,୪୩୪ଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ଥିବାବେଳେ ସେଥିରୁ ୩୭,୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story