ସୁପ୍ରିମକୋର୍ଟରେ ଜବାବ ଦାଖଲ ପାଇଁ ଗଠନ  ହେଲା ସ୍ୱତନ୍ତ୍ର କମିଟି

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଜବାବ ଦାଖଲ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହୋଇଛି । ଶନିବାର ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୧୨ଟି ଆଦେଶରୁ ୩ଟି ଉପରେ ତର୍ଜମା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ପ୍ରସଙ୍ଗରେ ଏହି କମିଟି ଅନୁଧ୍ୟାନ କରିବ। ଶ୍ରୀମନ୍ଦିର ଆଇନର ପରିବର୍ତ୍ତନ […]

vlcsnap-2127-10-04-10h20m10s608

vlcsnap-2127-10-04-10h20m10s608

Tapaswini Nayak
  • Published: Saturday, 18 August 2018
  • Updated: 18 August 2018, 10:32 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଜବାବ ଦାଖଲ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହୋଇଛି । ଶନିବାର ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ୧୨ଟି ଆଦେଶରୁ ୩ଟି ଉପରେ ତର୍ଜମା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ପ୍ରସଙ୍ଗରେ ଏହି କମିଟି ଅନୁଧ୍ୟାନ କରିବ। ଶ୍ରୀମନ୍ଦିର ଆଇନର ପରିବର୍ତ୍ତନ ପ୍ରସଙ୍ଗକୁ ତର୍ଜମା କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।

ଗଜପତି ମହାରାଜା ଏହି କମିଟିର ଅଧ୍ୟକ୍ଷ ରହିବେ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ କମିଟି ସଦସ୍ୟ ଭାବେ ରହିବେ।

୮ଶହ ବର୍ଷର ପରମ୍ପରାକୁ ତର୍ଜମା କରି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କୁ ଆଉ କିଛି ଦିନ ସମୟ ମାଗିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

ରୋଷଶାଳା, ଆନନ୍ଦ ବଜାରର ଉନ୍ନତି ପାଇଁ ସବ୍ କମିଟି ଗଠନ ହେବାକୁ ମଧ୍ୟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ସୁଆର ମହାସୁଆର ନିଯୋଗ ଏହାର ପ୍ରତିନିଧି ରହିବେ।

ସେବାୟତ, ଯାତ୍ରୀ ସହାୟକଙ୍କ ପାଇଁ ପରିଚୟ ପତ୍ର ପ୍ରସଙ୍ଗରେ ମଧ୍ୟ ସବ୍ କମିଟି ଗଠନ ହୋଇଛି।

ଚଳିତ ମାସ ଶେଷ ସୁଦ୍ଧା ବ୍ରହ୍ମ ବିଭ୍ରାଟ ରିପୋର୍ଟ ମିଳିବା ପରେ ଆସନ୍ତା ପରିଚାଳନା କମିଟି ବୈଠକରେ ଏହା ଉପସ୍ଥାପନ କରାଯାଇ ସାର୍ବଜନୀନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story