ନବୀନଙ୍କୁ ୧୮ ପୂର୍ବତନ IASଙ୍କଚିଠି : ସୂଚନା ଅଧିକାର କର୍ମୀଙ୍କ ପାଇଁ ଓଡ଼ିଶା ସବୁଠୁ ବିପଦପୂର୍ଣ୍ଣ ସ୍ଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ହତ୍ୟା କରାଯାଉଛି। କେନ୍ଦ୍ରାପଡ଼ାର ରଞ୍ଜନ ଦାସ ଓ କନ୍ଧମାଳର ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରୁ ଏଭଳି ଆଭାସ ମିଳୁଛି। ସୂଚନା କର୍ମୀଙ୍କ ପାଇଁ ଓଡ଼ିଶା ଏବେ ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ପାଲଟିଗଲାଣି। ତେଣୁ ଓଡ଼ିଶା ସରକାର ତୁରନ୍ତ ‘ହ୍ୱିସଲବ୍ଲୋୟର ପ୍ରୋଟେକ୍ସନ୍ ଆକ୍ଟ’ କାର୍ଯ୍ୟକାରୀ କରାନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନା ଅଧିକାର […]

naveen-patnaik-1

naveen-patnaik-1

Manoranjan Sial
  • Published: Monday, 10 February 2020
  • Updated: 10 February 2020, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ହତ୍ୟା କରାଯାଉଛି। କେନ୍ଦ୍ରାପଡ଼ାର ରଞ୍ଜନ ଦାସ ଓ କନ୍ଧମାଳର ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରୁ ଏଭଳି ଆଭାସ ମିଳୁଛି। ସୂଚନା କର୍ମୀଙ୍କ ପାଇଁ ଓଡ଼ିଶା ଏବେ ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ପାଲଟିଗଲାଣି। ତେଣୁ ଓଡ଼ିଶା ସରକାର ତୁରନ୍ତ ‘ହ୍ୱିସଲବ୍ଲୋୟର ପ୍ରୋଟେକ୍ସନ୍ ଆକ୍ଟ’ କାର୍ଯ୍ୟକାରୀ କରାନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବଢ଼ୁଥିବା ଆକ୍ରମଣକୁ ୧୮ଜଣ ପୂର୍ବତନ ଆଇଏଏସ ଆଜି ଏଭଳି ଢଙ୍ଗରେ କଡ଼ା ନିନ୍ଦା କରିଛନ୍ତି।
କେନ୍ଦ୍ରାପଡ଼ାରେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କୁ ନିକଟରେ ହତ୍ୟା କରାଯିବା ଘଟଣା ଉପରେ ଦେଶର ୧୮ଜଣ ପୂର୍ବତନ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଓଡ଼ିଶାରେ ବାରମ୍ବାର ସୂଚନା ଅଧିକାର କର୍ମୀଙ୍କ ଉପରେ ବଢ଼ୁଥିବା ହିଂସାତ୍ମକ ଆକ୍ରମଣ, ସେମାନଙ୍କ ଜୀବନ ପ୍ରତି ଅପରାଧିକ ତତ୍ତ୍ୱଙ୍କ ପକ୍ଷରୁ ବିପଦ ବଢ଼ିବାରେ ଲାଗିଛି। ନିକଟରେ ଜାନୁୟାରୀ ୩୧ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ତଲସଙ୍ଗା ଗାଁର ଓଡ଼ିଶା ଜନସୂଚନା ଅଧିକାର ଅଭିଯାନ ସଦସ୍ୟ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯାଇଛି।

ସେ ବେଆଇନ ବାଲି ଚାଲାଣ ଓ ଇଟାଭାଟି ସମ୍ପର୍କରେ ତଥ୍ୟ ମାଗିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏନଜିଓ ମଧ୍ରରେ ସଲାସୁତରା ଯୋଗୁ ତାଙ୍କୁ ଏଭଳି ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ୨ବର୍ଷ ପୂର୍ବରୁ ସେ ଭିତରକନିକାରେ ଓଟିଡିସି ଦ୍ୱାରା ବେଆଇନ ଭାବେ ହେଉଥିବା ରିସୋର୍ଟ ନିର୍ମାଣ ସମ୍ପର୍କିତ ତଥ୍ୟ ଲୋକଲୋଚନକୁ ଆଣିଥିଲେ। ସେହିପରି ସମନ୍ୱିତ ଉପକୂଳ ଜୋନାଲ ମ୍ୟାନେଜମେଣ୍ଟର ୨୫ଲକ୍ଷ ଟଙ୍କା ଅର୍ଥ ହେରଫେର ସମ୍ପର୍କିତ ତଥ୍ୟ ମଧ୍ୟ ସେ ପଦାକୁ ଆଣିଥିଲେ। ସେହିପରି ଏଭଳି ଢଙ୍ଗରେ କନ୍ଧମାଳ ଜିଲ୍ଲାର ଅନ୍ୟ ଜଣେ ସୂଚନା କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ୨୦୧୯ ଡିସେମ୍ବରରେ ହତ୍ୟା କରାଯାଇଥିଲା। ତେଣୁ ଏସବୁ ଘଟଣାର ପୁଲିସ ତଦନ୍ତ ଓ ସିଭିଲ ସୋସାଇଟିର ତଥ୍ୟ ଅନୁସନ୍ଧାନରୁ ହତ୍ୟା ପଛର ବାସ୍ତବ ତଥ୍ୟ ଜଣାପଡ଼ିବ।

ମାତ୍ର ଯେଉଁଭଳି ଢଙ୍ଗରେ ସୂଚନା କର୍ମୀମାନଙ୍କୁ ହତ୍ୟା କରାଯାଉଛି ସେଥିପାଇଁ ରାଜ୍ୟରେ ତୁରନ୍ତ ହ୍ୱିସଲବ୍ଲୋୟର ପ୍ରୋଟେକ୍ସନ ଆକ୍ଟ ସରକାର ଆଣିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆରଟିଆଇ କର୍ମୀମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଏହି ଆଇଏଏସମାନେ ଦାବି କରିଛନ୍ତି। ଏସବୁ ବ୍ୟତୀତ ମନରେଗା ଯୋଜନାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରଯାଇଥିବା ତଦନ୍ତ ପଦ୍ଧତିକୁ ସବୁ ବିଭାଗ ଲାଗୁ କରିବା ଉଚିତ୍ ବୋଲି ପୂର୍ବତନ ଆଇଏଏସ ଅରୁଣା ରାୟ, ହର୍ଷ ମନ୍ଦର, ଏନସି ସାକସେନା, କେଶବ ଦେଶରାଜୁ, ବିଭା ପୁରୀ ଦାସ, ଦେବ ମୁଖାର୍ଜୀ, ଅରବିନ୍ଦ ବେହେରା, ମୀନା ଗୁପ୍ତା, ନିତେନ ଦେଶାଇ, ଅଶୋକ କୁମାର ଶର୍ମା ପ୍ରମୁଖ ୧୮ଜଣ ସର୍ବଭାରତୀୟ ସେବା ଅଧିକାରୀ(ପୂର୍ବତନ ଅଫିସର)ମାନେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଦାବି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story