'ଯିଏ ଦେଖୁଥିଲା ଭାବୁଥିଲା, ଚାଲିଯିବ'

ଦୀର୍ଘ ଦୁଇ ବର୍ଷର ଚିକିତ୍ସା ପରେ ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିକଟରେ ଓଡ଼ିଶା ଫେରିଛନ୍ତି।

Manoj Swain
  • Published: Tuesday, 04 July 2023
  • Updated: 04 July 2023, 02:13 PM IST

Sports

Latest News

ନିକଟରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ। କୋଭିଡ୍ ସମୟରେ ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ। ଆଶା ରଖିଛନ୍ତି ପୁଣିଥରେ ନିର୍ବାଚନ ଲଢ଼ିବା ପାଇଁ। ତେବେ ଏତେ ବଡ଼ କରୋନାକୁ କିପରି ହରାଇଲେ ପ୍ରଦୀପ୍ତ, କେମିତି ଥିଲା ତାଙ୍କର ସଂଘର୍ଷମୟ ଜୀବନ ? ସେ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ପ୍ରଦୀପ୍ତ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos