ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି ବିଧାୟକ, ଚଢ଼ାଉ କଲା ୩୦ଜଣିଆ ଟିମ୍

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।  ଜୟପୁର ଭିଜିଲାନ୍ସ ଏସ୍‌ପି ଶେଖର ମହାପାତ୍ରଙ୍କ ନିର୍ଦ୍ଦେଶରେ ୩୦ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି । ଆଜି ଭିଜିଲାନ୍‌ସ ଟିମ୍ ଭବାନୀପାଟଣାରେ ଥିବା ତାଙ୍କ ଘର, ମଦନପୁର ରାମପୁରରେ ଥିବା ତାଙ୍କ ହୋଟେଲ ସହ ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି।  […]

n-cc

n-cc

Tapas Behera
  • Published: Friday, 17 January 2020
  • Updated: 17 January 2020, 03:49 PM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।  ଜୟପୁର ଭିଜିଲାନ୍ସ ଏସ୍‌ପି ଶେଖର ମହାପାତ୍ରଙ୍କ ନିର୍ଦ୍ଦେଶରେ ୩୦ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଆଜି ଭିଜିଲାନ୍‌ସ ଟିମ୍ ଭବାନୀପାଟଣାରେ ଥିବା ତାଙ୍କ ଘର, ମଦନପୁର ରାମପୁରରେ ଥିବା ତାଙ୍କ ହୋଟେଲ ସହ ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି।  ଅନାମ  ନାଏକ ପୂର୍ବରୁ ଜିଲ୍ଲାପାଳ ଅଫିସ କିରାଣୀ ରହିଥିଲେ।

ଅନାମଙ୍କ ନାରେ ନକଟିଗୁଡ଼ାରେ ଘର ସହ, ମଦନପୁର ରାମପୁରରେ ଏକ ହୋଟେଲ, ଭବାନୀପାଟଣା ନକଟିଗୁଡ଼ାରେ ତିନି ମହଲା କୋଠା ସହ ସ୍ତ୍ରୀ ନାରେ ବିଦେଶୀ ମଦ ଦୋକାନ, ଭବାନୀପାଟଣାରେ ନୂତନ ଭାବରେ କୋଠା, ଜମି ଥିବା ଭିଜିଲାନ୍ସ ଜଣା ପଡିଛି। ୨୦୧୪ରେ ବିଜେଡି ଟିକେଟରେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ ଅନାମ ନାୟକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story