ସହିଦଙ୍କ ମରଶରୀରରେ ବିଜେଡି ପତାକା: ବୈଜୟନ୍ତ କହିଲେ ବିଜେଡି କ୍ଷମା ମାଗୁ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ଟ୍ୱିଟ୍ କରି ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ନିଜର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ। ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ଜାତୀୟ ଗଣମାଧ୍ୟମକୁ […]

sahid

sahid

Tapaswini Nayak
  • Published: Friday, 21 June 2019
  • Updated: 21 June 2019, 11:47 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ଟ୍ୱିଟ୍ କରି ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ନିଜର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ।

ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ଜାତୀୟ ଗଣମାଧ୍ୟମକୁ ବୈଜୟନ୍ତ ପଣ୍ଡା ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି,“ ଏହି ଘଟଣା ପାଇଁ ବିଜେଡି କ୍ଷମା ମାଗୁ।”

ଏ ଘଟଣା ନେଇ ସହିଦ ଅଜିତ ସାହୁଙ୍କ ସଂପର୍କୀୟ ଭାଇ ପରମେଶ୍ୱର କହିଛନ୍ତି,“ଖୁଣ୍ଟୁଣୀରେ ବିଜେଡି କର୍ମୀ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ପକାଇଥିଲେ। ମୋତେ ଏହା ଭଲ ନଲାଗିବାରୁ, ମୁଁ ଏହାକୁ କାଢ଼ି ଦେଇଥିଲି। ତେବେ ଅଳ୍ପ ସମୟ ଭିତରେ ଲୋକେ ଫଟୋ ଉଠାଇ ଏହାକୁ ଭାଇରାଲ୍‌ କରି ଦେଇଥିଲେ। ମୋ ଭାଇ ଦେଶ ପାଇଁ ସହିଦ ହୋଇଛି, କୌଣସି ଦଳ ପାଇଁ ନୁହେଁ।”

ଉକ୍ତ ଫଟୋଟିକୁ ସୋଶାଲ୍‌ ମିଡିଆରେ ଭାଇରାଲ୍ ନ କରିବାକୁ ଓ ଏ ଘଟଣା ନେଇ ରାଜନୀତି ନ କରିବାକୁ ପରମେଶ୍ୱର ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଯେଉଁ ଆଇଇଡି ବିସ୍ଫୋରଣ ହୋଇଥିଲା ସେଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ବୁଧବାର ମଧ୍ୟରାତ୍ରିରେ ସହିଦ ଅଜିତ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇ ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହାପରେ ସହିଦ ଅଜିତ ସାହୁଙ୍କ ମରଶରୀରକୁ ଢେଙ୍କାନାଳ ଜିଲ୍ଲା ବଡ଼ସୁଆଁଳ ଗାଁକୁ ନିଆଯାଇଥିଲା। ସହିଦଙ୍କ ମରଶରୀର ତାଙ୍କ ଜନ୍ମମାଟିକୁ ଯିବା ବେଳେ ଖୁଣ୍ଟୁଣୀରେ କଫିନ ଉପରେ ବିଜେଡି ପତାକା ଘୋଡ଼ାଇ ଦିଆଯାଇ ଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ୨୦୧୫ ମସିହାରେ ଅଜିତ ସାହୁ ସେନାରେ ଯୋଗ ହୋଇଥିଲେ। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story