ଗେଟ୍‌କୁ ଗୋବର ଫିଙ୍ଗିବାରୁ ଲାଗିଲା ୧୦ଟି ଦଫା, ହତ୍ୟା ଉଦ୍ୟମ ବି ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ତାଜା ହେଲା ଦଫା ୩୦୭ ବା “ହତ୍ୟା ଉଦ୍ୟମ”। ଏଥର ଅଣ୍ଡା ନୁହଁ, ଗୋବର ମାଡ଼ ହୋଇଥିବାରୁ ଲାଗିଛି ଏହି ଦଫା। ଏହି ଦଫା ସହିତ ଆହୁତି ୯ଟି ଦଫା ମଧ୍ୟ ଲାଗିଛି। ଗୋବର ଫିଙ୍ଗିଥିବା ୪ ବିଜେପି କର୍ମୀଙ୍କ ବିରୋଧରେ ଏମିତି ଦଫା ଲଗାଇଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ଏମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ୍‌ ପାଣ୍ଡିଆନଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଗୋବର ମାଡ଼ କରିବା ସହିତ ଭଙ୍ଗାରୁଜା କରିଥିବାରୁ […]

four bjp candet arrested

four bjp candet arrested

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 10:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ତାଜା ହେଲା ଦଫା ୩୦୭ ବା “ହତ୍ୟା ଉଦ୍ୟମ”। ଏଥର ଅଣ୍ଡା ନୁହଁ, ଗୋବର ମାଡ଼ ହୋଇଥିବାରୁ ଲାଗିଛି ଏହି ଦଫା। ଏହି ଦଫା ସହିତ ଆହୁତି ୯ଟି ଦଫା ମଧ୍ୟ ଲାଗିଛି। ଗୋବର ଫିଙ୍ଗିଥିବା ୪ ବିଜେପି କର୍ମୀଙ୍କ ବିରୋଧରେ ଏମିତି ଦଫା ଲଗାଇଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ଏମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ୍‌ ପାଣ୍ଡିଆନଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଗୋବର ମାଡ଼ କରିବା ସହିତ ଭଙ୍ଗାରୁଜା କରିଥିବାରୁ ଏହି ସବୁ ଦଫା ଲଗାଇଛି ପୋଲିସ।

ଆଜି ସକାଳେ ବିଜେପି କର୍ମୀମାନେ ଭି.କାର୍ତ୍ତିକେନ୍‌ ପାଣ୍ଡିଆନଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ଗୋବର ମାଡ଼ କରିଥିଲେ। ଏପରିକି କ୍ୱାର୍ଟର୍ସ ପରିସରରେ ଭଙ୍ଗାରୁଜା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ମଧ୍ୟରୁ ଯୁଗଜ୍ୟୋତି ସ୍ୱାଇଁ, ରଶ୍ମୀରଂଜନ ମୁଦୁଲି, ବିଭୂତି ଭୂଷଣ ପୃଷ୍ଟି ଓ ବିଶ୍ୱରଂଜନ ବଡ଼ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏମାନଙ୍କ ବିରୋଧରେ ୩୦୭, ୫୦୬, ୪୫୨, ୧୪୯, ୧୨୪ ପରି ୧୦ଟି ଦଫା ଲାଗିଥିବା ଆଇନ୍‌ଜୀବୀ ସୂର୍ଯ୍ୟନାରାୟଣ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story