ଭାଙ୍ଗିଗଲା ଡଙ୍ଗା, ୪ ମତ୍ସ୍ୟଜୀବୀ ନିଖୋଜ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ମାଛ ମାରିବାକୁ ଯାଇଥିବା ବେଳେ ୪ ଜଣ ମତ୍ସ୍ୟଜୀବୀ ଚିଲିକାରେ ନିଖୋଜ ହୋଇଯାଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର ବୋଲି ଜଣାପଡ଼ିଛି। ମାଛ ମାରିବାକୁ ଯାଇଥିବା ବେଳେ କାଳବୈଶାଖୀରେ ସେମାନଙ୍କ ଡଙ୍ଗା ଭାଙ୍ଗି ଯାଇଥିଲା।  ଏହାପରଠୁ ସେମାନଙ୍କର କିଛି ସୂଚନା ମିଳିନାହିଁ। ଖବର ପାଇ ବ୍ରହ୍ମଗିରିରୁ ଏକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ସେହପରି ଝଡ଼ ବର୍ଷାରେ ୭ ନମ୍ବର କୁଦାରେ ଥିବା ଅନ୍ୟ ୪ ମତ୍ସଜୀବୀ […]

chilika

chilika

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 11:22 AM IST

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ମାଛ ମାରିବାକୁ ଯାଇଥିବା ବେଳେ ୪ ଜଣ ମତ୍ସ୍ୟଜୀବୀ ଚିଲିକାରେ ନିଖୋଜ ହୋଇଯାଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର ବୋଲି ଜଣାପଡ଼ିଛି।

ମାଛ ମାରିବାକୁ ଯାଇଥିବା ବେଳେ କାଳବୈଶାଖୀରେ ସେମାନଙ୍କ ଡଙ୍ଗା ଭାଙ୍ଗି ଯାଇଥିଲା।  ଏହାପରଠୁ ସେମାନଙ୍କର କିଛି ସୂଚନା ମିଳିନାହିଁ। ଖବର ପାଇ ବ୍ରହ୍ମଗିରିରୁ ଏକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ସେହପରି ଝଡ଼ ବର୍ଷାରେ ୭ ନମ୍ବର କୁଦାରେ ଥିବା ଅନ୍ୟ ୪ ମତ୍ସଜୀବୀ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story