ହସିଦେବାରୁ ଛୁରାମାଡ଼, ୪ ଯୁବକ ଗୁରୁତର

ପାରାଦୀପ (ରମାକାନ୍ତ ନାୟକ): ବାଇକ୍‌ରେ ଷ୍ଟଣ୍ଟ କରୁଥିବା ବେଳେ ପଡ଼ିଗଲେ। ଏହା ଦେଖି ହସିଦେବାରୁ ୪ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ଗୁରୁତର ଆହତ ଯୁବକମାନଙ୍କୁ ପାରାଦୀପ ପୋର୍ଟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ। ପାରାଦୀପ ମେରାଇନ୍‌ ଥାନା ଅଞ୍ଚଳର ମେରାଇନ୍‌ ଡ୍ରାଇଭ୍‌ରେ ୪ ଜଣ ଯୁବକ ୨ଟି ବାଇକ୍‌ରେ ଷ୍ଟଣ୍ଟ କରୁଥିଲେ। ଫଳରେ ସେମାନେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଏହି ସମୟରେ […]

paradep

paradep

Manoranjan Sial
  • Published: Thursday, 07 February 2019
  • Updated: 07 February 2019, 07:02 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ବାଇକ୍‌ରେ ଷ୍ଟଣ୍ଟ କରୁଥିବା ବେଳେ ପଡ଼ିଗଲେ। ଏହା ଦେଖି ହସିଦେବାରୁ ୪ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ଗୁରୁତର ଆହତ ଯୁବକମାନଙ୍କୁ ପାରାଦୀପ ପୋର୍ଟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ।

ପାରାଦୀପ ମେରାଇନ୍‌ ଥାନା ଅଞ୍ଚଳର ମେରାଇନ୍‌ ଡ୍ରାଇଭ୍‌ରେ ୪ ଜଣ ଯୁବକ ୨ଟି ବାଇକ୍‌ରେ ଷ୍ଟଣ୍ଟ କରୁଥିଲେ। ଫଳରେ ସେମାନେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ମଧୁବନ ଅଞ୍ଚଳର ବିକାଶ ଗୋଚ୍ଛାୟତ, ସତ୍ୟଜିତ ସାହୁ, କରଣ ଦାସ ଓ ସରୋଜ ସାହୁ ହସି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଷ୍ଟଣ୍ଟ କରୁଥିବା ଯୁବକମାନେ ସେମାନଙ୍କୁ ଛୁରାମାଡ଼ କରିଥିଲେ। ଫଳରେ ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମାତ୍ର ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story