ଚାରିଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଆଟହୋମ ଉତ୍ସବରେ ଯୋଗ ଦେବେ ଓଡିଶାର ୪ ଜଣ ସ୍ୱାଧୀନତା ସଂଗ୍ରାମୀ। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ନିଳଗିରି ଅଂଚଳର ଭଗବତ ଚନ୍ଦ୍ର ପ୍ରଧାନ, ଭଦ୍ରକ ଜିଲ୍ଲା ହାସନାବାଦର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ନୟାଗଡ ଜିଲ୍ଲା ମଝିଆଖଣ୍ଡର ଇଶ୍ୱର ବିଶୋଇ ଓ ଭଦ୍ରକ ଜିଲ୍ଲା ଡମ୍ବୁରପାଲିର ବାଇଧର ମଲ୍ଲିକ। ଏନେଇ ଗୁରୁବାର ସଚିବାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାରିଜଣ ସ୍ୱାଧୀନତା […]

vlcsnap-2015-08-07-08h53m52s306

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 03:25 AM IST

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଆଟହୋମ ଉତ୍ସବରେ ଯୋଗ ଦେବେ ଓଡିଶାର ୪ ଜଣ ସ୍ୱାଧୀନତା ସଂଗ୍ରାମୀ। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ନିଳଗିରି ଅଂଚଳର ଭଗବତ ଚନ୍ଦ୍ର ପ୍ରଧାନ, ଭଦ୍ରକ ଜିଲ୍ଲା ହାସନାବାଦର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ନୟାଗଡ ଜିଲ୍ଲା ମଝିଆଖଣ୍ଡର ଇଶ୍ୱର ବିଶୋଇ ଓ ଭଦ୍ରକ ଜିଲ୍ଲା ଡମ୍ବୁରପାଲିର ବାଇଧର ମଲ୍ଲିକ। ଏନେଇ ଗୁରୁବାର ସଚିବାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାରିଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Related story