୪ ସପ୍ତାହରେ ଏଆଇପିଏମଟି ପରୀକ୍ଷା କରିବାକୁ ଅକ୍ଷମତା ପ୍ରକାଶ କଲା ସିବିଏସଇ

ଭୁବନେଶ୍ୱର: ୪ ସପ୍ତାହ ମଧ୍ୟରେ ପୁଣି ଥରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଅସମ୍ଭବ । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ-ସିବିଏସଇ।ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ସିବିଏସଇ ପକ୍ଷରୁ କୁହାଯାଇଛି ବୋର୍ଡ ଆହୁରି ୭ଟି ପରୀକ୍ଷା ପରିଚାଳନା କାମ ନେଇ ବ୍ୟସ୍ତ ଅଛି । ତେଣୁ ୪ ସପ୍ତାହ ମଧ୍ୟରେ ଏଆଇପିଏମଟି ପରୀକ୍ଷା କରାଇବା ସମ୍ଭବ ନୁହେଁ । ପରୀକ୍ଷା କରିବା ଲାଗି ଅତିକମରେ ୩ ମାସ ସମୟ ଲୋଡିଛି ସିବିଏସ୍ଇ […]

Supreme_Court_

Supreme_Court_

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 09:50 AM IST

Sports

Latest News

ଭୁବନେଶ୍ୱର: ୪ ସପ୍ତାହ ମଧ୍ୟରେ ପୁଣି ଥରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଅସମ୍ଭବ । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ-ସିବିଏସଇ।ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ସିବିଏସଇ ପକ୍ଷରୁ କୁହାଯାଇଛି ବୋର୍ଡ ଆହୁରି ୭ଟି ପରୀକ୍ଷା ପରିଚାଳନା କାମ ନେଇ ବ୍ୟସ୍ତ ଅଛି । ତେଣୁ ୪ ସପ୍ତାହ ମଧ୍ୟରେ ଏଆଇପିଏମଟି ପରୀକ୍ଷା କରାଇବା ସମ୍ଭବ ନୁହେଁ । ପରୀକ୍ଷା କରିବା ଲାଗି ଅତିକମରେ ୩ ମାସ ସମୟ ଲୋଡିଛି ସିବିଏସ୍ଇ । ସର୍ବୋଚ୍ଚ ଅଦାଲତ ବୋର୍ଡର ପିଟିସନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଏହା ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଗତ ୧୫ ତାରିଖରେ ସୁପ୍ରିମକୋର୍ଟ ଚଳିତବର୍ଷର ଏଆଇପିଏମଟିକୁ ରଦ୍ଦ କରିବା ସହ ୪ ସପ୍ତାହ ମଧ୍ୟରେ ପୁଣି ଥରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story