୬୨ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତିରେ ଜାଲିଆତି: ୧୩ ବର୍ଷ ପରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬୨ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିରେ ବ୍ୟାପକ ଅନିୟମିତତାର ପ୍ରାୟ ୧୩ବର୍ଷ ପରେ ଭିଜିଲାନ୍ସ ତଦନ୍ତ ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୁପାରିଶ କରିଛି। ବିଭାଗୀୟ ତଦନ୍ତରେ କେନ୍ଦୁଝର ଜିଲ୍ଲାରେ ଏହି ଜାଲିଆତି ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଏଥିପାଇଁ ଦାୟୀ ଅଧିକାରୀମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଭିଜିଲାନ୍ସକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ୬୨ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିରେ ବ୍ୟାପକ ଅନିୟମିତତା […]

health-worker

health-worker

Ordigital Desk
  • Published: Wednesday, 20 April 2022
  • Updated: 20 April 2022, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬୨ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିରେ ବ୍ୟାପକ ଅନିୟମିତତାର ପ୍ରାୟ ୧୩ବର୍ଷ ପରେ ଭିଜିଲାନ୍ସ ତଦନ୍ତ ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୁପାରିଶ କରିଛି। ବିଭାଗୀୟ ତଦନ୍ତରେ କେନ୍ଦୁଝର ଜିଲ୍ଲାରେ ଏହି ଜାଲିଆତି ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଏଥିପାଇଁ ଦାୟୀ ଅଧିକାରୀମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଭିଜିଲାନ୍ସକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ୬୨ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଓ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ମିଳିତ ତଦନ୍ତରେ ଏହି ଅନିୟମିତତାର ପ୍ରମାଣ ମିଳିଥିଲା । ଏହି ନିଯୁକ୍ତିକୁ ୧୩ବର୍ଷ ବିତିଯିବା ପରେ ସ୍ୱାସ୍ଥ୍ୟ ବିଭାଗର ଏହି ଅନୟମିତତା କଥା ମନେପଡ଼ିଛି । ଆଉ ଏହି ଚିୁକ୍ତିଭିତ୍ତିକ ନିଯୁକ୍ତିରେ ଅନିୟମିତତା କରିଥିବା ଦାୟୀ ଅଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଭିଜିଲାନ୍ସକୁ ମାମଲା ରୁଜୁ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସୁପାରିଶ କରିଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ୍ କୁମାର ମହାନ୍ତି ଏପ୍ରିଲ ୧୯ତାରିଖରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ତଥା ଭିିଜିଲାନ୍ସ ଏକ୍ସଅଫିସୋଙ୍କୁ ଚିଠି ଲେଖି ଏହି ଅନିୟମିତତାର ତଦନ୍ତକୁ ତ୍ୱରାନ୍ୱିତ କରାଇବାକୁ ଅନୁରୋଧ କରିଛି।

ତେବେ ପ୍ରଶ୍ନ ଉଠୁଛି, ୨୦୦୯ ମସିହାରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତିରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୧୩ବର୍ଷ ଧରି ଚୁପ୍ ହୋଇ ବସିଥିଲା କାହିଁକି? କେଉଁ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏତେ ଦିନ ଧରି ତଦନ୍ତ ପ୍ରକ୍ରିୟାକୁ ଶିଥ୍‌ôଳ କରି ରଖାଯାଇଥିଲା । ଏହି ଜାଲିଆତିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ କିଏ ଘଣ୍ଟ ଘୋଡ଼ାଇ ରଖିଥିଲେ ଓ ୧୩ବର୍ଷ ପରେ ସରକାରଙ୍କର କାହିଁକି ଏକଥା ମନେ ପଡ଼ିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story