ଘୁ.ଉଦୟଗିରି: ଦୁଇଟି ବାଇକ୍ ମୁହାଁମୁହିଁ ଧକା, ଦୁଇ ଗୁରୁତର

ଘୁ.ଉଦୟଗିରି: ଘୁ.ଉଦୟଗିରି କଳିଙ୍ଗା ରାସ୍ତାର ନନ୍ଦଗିରିଠାରେ  ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହେବା ଫଳରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଇନ୍ଦ୍ରଗଡ ପଞ୍ଚୟତର ରତଙ୍ଗୀ ଗାଁର ତ୍ରିନାଇ ପ୍ରଧାନ(୨୯) ଓ ପିରିଙ୍ଗିଆ ପଞ୍ଚାୟତର ଲାଇଲାମ୍ବା ଗାଁର ଗୋଲକ ବିଶ୍ୱାଳ(୩୯)। ଉଭୟଙ୍କୁ ପ୍ରଥମେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

bike

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 04:25 PM IST

Related story