ଜୀବନକୁ ବାଜି ଆମେ ଲଗାଇ ଦେବୁ...ଆମେ ’ସି’ ଟିମ୍‌ : ଚହଳ ସୃଷ୍ଟି କଲେ ଏସପି ସାରା

ଗଜପତି(ଆଦର୍ଶ ଦାଶ): କିଏ କହିଲା ନାରୀ ଅବଳା ଦୁର୍ବଳା। କିଏ କହିଲା ସେ ଅସହାୟ। ସେ ଚାହିଁଲେ ଦେଶ ସୁରକ୍ଷାର ମଙ୍ଗ ବି ଧରିପାରେ। ପୁଣି ଦେଶ ପାଇଁ ଜୀବନ ବି ଦେଇପାରେ।  ଆଉ ନିଜର ସୁରକ୍ଷା ପାଇଁ ଜୀବନକୁ ବାଜବି ଲଗାଇପାରେ। ସେ ଲଂଘିପାରେ ତେର ନଈ ସାତ ସମୁଦ୍ର। ପୁଣି ବୁଡ଼ିପାରେ ଅଗାଧ ଜଳରେ। ନାରୀ ସ୍ୱାଧୀନତା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଏମିତି କିଛି ସନ୍ଦେଶକୁ ନେଇ ଗୀତ ଗୀତରେ ସଜେଇଛନ୍ତି ଗଜପତି ଏସପି। ଜଣେ ପ୍ରଫେସନାଲ […]

456

456

Tapas Behera
  • Published: Wednesday, 26 June 2019
  • Updated: 26 June 2019, 04:51 PM IST

Sports

Latest News

ଗଜପତି(ଆଦର୍ଶ ଦାଶ): କିଏ କହିଲା ନାରୀ ଅବଳା ଦୁର୍ବଳା। କିଏ କହିଲା ସେ ଅସହାୟ। ସେ ଚାହିଁଲେ ଦେଶ ସୁରକ୍ଷାର ମଙ୍ଗ ବି ଧରିପାରେ। ପୁଣି ଦେଶ ପାଇଁ ଜୀବନ ବି ଦେଇପାରେ।  ଆଉ ନିଜର ସୁରକ୍ଷା ପାଇଁ ଜୀବନକୁ ବାଜବି ଲଗାଇପାରେ। ସେ ଲଂଘିପାରେ ତେର ନଈ ସାତ ସମୁଦ୍ର। ପୁଣି ବୁଡ଼ିପାରେ ଅଗାଧ ଜଳରେ। ନାରୀ ସ୍ୱାଧୀନତା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଏମିତି କିଛି ସନ୍ଦେଶକୁ ନେଇ ଗୀତ ଗୀତରେ ସଜେଇଛନ୍ତି ଗଜପତି ଏସପି। ଜଣେ ପ୍ରଫେସନାଲ ସିଙ୍ଗର ନହୋଇ ମଧ୍ୟ ଅତି ଚମତ୍କାର ଢଙ୍ଗରେ ଏମିତି ଏକ ଗୀତକୁ ସେ ଉପସ୍ଥାପନ କରିଛନ୍ତି। ଗୀତଟି ହେଉଛି ‘ଆମେ ସି ଟିମ୍‌’।

ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ସେ ଗୀତ ରେକର୍ଡ କରିଛନ୍ତି । ଯାହା ସୋଶାଲ ମିଡିଆରେ ବେଶ୍‌ କ୍ରେଜ୍‌ ସୃଷ୍ଟି କରିଛି। ଆଉ ଭାଇରାଲ ମଧ୍ୟ ହେଉଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍‌ପି ଏହି ନିଆରା ପଦକ୍ଷେପ ନେଇଛନ୍ତି । ଗୀତରେ ମହିଳା ସୁରକ୍ଷା ବାର୍ତ୍ତା ଏସ୍‌ପି ଦେଇଛନ୍ତି । ଗଜପତି ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ନେଇ ଗଠନ ହୋଇଛି SHE TEAM  ଖୋଦ୍ ଏସ୍‌ପି ସାରା ଶର୍ମାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଟିମ୍ ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ନେଇ କାମ କରିବ। ଲୋକଙ୍କୁ ସଚେତନ କରିବା ଏବଂ ବିଭିନ୍ନ ଘଟଣାକୁ ତଦାରଖ କରିବା ପାଇଁ ମହିଳା ଇନ୍ସପେରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଏହି ଟିମ୍ ମହିଳାଙ୍କ ସୁରକ୍ଷାକୁ ନେଇ ତଦାରଖ କରିବ।

ଏହି ଟିମ୍‌ର ଉଦ୍ଦେଶ୍ୟକୁ ନେଇ ଏସପି ସାରା କହିଛନ୍ତି ଯେ, ଗଜପିତିରେ ଅନେକ ଯୁବତୀଙ୍କ ସହ ମିଶିବା ପରେ ଉକ୍ତ ଜିଲ୍ଲାରେ ଅଧିକ ଅସଦାଚରଣ ହେଉଥିବା ସେ ଜାଣିବାକୁ ପାଇଥିଲେ। ରାତିରେ ମହିଳାମାନେ ଯିବାକୁ ଭୟ କରୁଛନ୍ତି। ଏହି କଥା ମୋତେ ଅନ୍ତରକୁ ଦୋହଲାଇ ଦେଲା। ମୁଁ ଭାବିଲି ଏତେ ପୁଲିସ ଥାଇ ମଧ୍ୟ ଝିଅମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ତେଣୁ ନାରୀ ସୁରକ୍ଷା ପାଇଁ ଏମିତି ଏକ ଟିମ୍‌ ଗଠନ ପାଇଁ ଇଚ୍ଛା ଥିଲା। ହେଲେ ତା’ ପୂର୍ବରୁ ଏବାବଦରେ କିଛିଟା ସଚେତନତା କରିବା ପାଇଁ ମଧ୍ୟ ମନରେ ଇଚ୍ଛା ଥିଲା। ଏହି ଉଦ୍ଦେଶ୍ୟ ନେଇ ଏଭଳି ଏକ ଗୀତ କମ୍ପୋଜିସନ କରଯାଇଛି ବୋଲି ଏସପି କହିଛନ୍ତି।

https://youtu.be/lWuaQsO3C1Y

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story