କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ ପାଇଁ ଧାରଣାରେ ବସିଲେ ପରିବାର ଲୋକେ

<p>କଟକ: କଟକ ଏସ୍&zwnj;ସିବିରେ ଚିକିତ୍ସିତ କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏଥିପାଇଁ ଗତକାଲି ରାତି ତମାମ ମେଡିକାଲ କ୍ୟାମ୍ପସରେ ଧାରଣାରେ ବସି ରହିଥିଲେ ପରିବାର ଲୋକେ।&nbsp; ଗତକାଲି କୁନ୍ଦୁଲି ପୀଡ଼ିତା ଶାରୀରିକ ଭାବେ ସୁସ୍ଥ ଥିବାରୁ ତାଙ୍କୁ ଆଉ ଆଇସିୟୁରେ ରଖିବା ଦରକାର ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ।&nbsp; ହେଲେ ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ମାନସିକ ଚିକିତ୍ସା ଲାଗି ଓ୍ୱାର୍ଡରେ ଭର୍ତ୍ତି କରାଯିବ ବୋଲି ଡାକ୍ତର କହିଥିଲେ।&nbsp; ତେଣୁ ତାଙ୍କ ଝିଅକୁ ଅନ୍ୟତ୍ର ଚିକିତ୍ସା କରାଇବା ପାଇଁ କହି ପରିବାର ଲୋକେ ଧାରଣାରେ ବସିଥିଲେ।</p>

Ordigital Desk
  • Published: Saturday, 25 November 2017
  • Updated: 25 November 2017, 10:02 AM IST

Sports

Latest News

<p>କଟକ: କଟକ ଏସ୍&zwnj;ସିବିରେ ଚିକିତ୍ସିତ କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏଥିପାଇଁ ଗତକାଲି ରାତି ତମାମ ମେଡିକାଲ କ୍ୟାମ୍ପସରେ ଧାରଣାରେ ବସି ରହିଥିଲେ ପରିବାର ଲୋକେ।&nbsp; ଗତକାଲି କୁନ୍ଦୁଲି ପୀଡ଼ିତା ଶାରୀରିକ ଭାବେ ସୁସ୍ଥ ଥିବାରୁ ତାଙ୍କୁ ଆଉ ଆଇସିୟୁରେ ରଖିବା ଦରକାର ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ।&nbsp; ହେଲେ ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ମାନସିକ ଚିକିତ୍ସା ଲାଗି ଓ୍ୱାର୍ଡରେ ଭର୍ତ୍ତି କରାଯିବ ବୋଲି ଡାକ୍ତର କହିଥିଲେ।&nbsp; ତେଣୁ ତାଙ୍କ ଝିଅକୁ ଅନ୍ୟତ୍ର ଚିକିତ୍ସା କରାଇବା ପାଇଁ କହି ପରିବାର ଲୋକେ ଧାରଣାରେ ବସିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos