ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ। ସାଧାରଣ ଲୋକଙ୍କ ଭଲମନ୍ଦ ବୁଝିବା ସହ ନିୟମ ଖିଲାପକାରୀଙ୍କ ଉପରେ ବର୍ଷିଥିଲେ। ଜରିମାନା ବି କରିଥିଲେ। ଜିଲ୍ଲାପାଳଙ୍କ ଅଚାନକ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳର ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବା ବ୍ୟବସାୟୀଙ୍କ ଉପରେ ବର୍ଷିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଶେଷ […]

jillapal---3

jillapal---3

Niharika Rout
  • Published: Wednesday, 12 February 2020
  • Updated: 12 February 2020, 12:36 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ। ସାଧାରଣ ଲୋକଙ୍କ ଭଲମନ୍ଦ ବୁଝିବା ସହ ନିୟମ ଖିଲାପକାରୀଙ୍କ ଉପରେ ବର୍ଷିଥିଲେ। ଜରିମାନା ବି କରିଥିଲେ। ଜିଲ୍ଲାପାଳଙ୍କ ଅଚାନକ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳର ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବା ବ୍ୟବସାୟୀଙ୍କ ଉପରେ ବର୍ଷିଥିଲେ।

ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଶେଷ କରି ଚା’ ଓ ପରିବା ଦୋକାନ ବୁଲି ଦେଖିଥିଲେ। ଏହାବ୍ୟତୀତ ପଲିଥିନ ବ୍ୟବହାର କରୁଥିବା ଓ ରାସ୍ତା ଉପରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କୁ ତାଗିଦ କରିଥିଲେ ।  ଏପରିକି ପଲିଥିନ ବ୍ୟବହାର କରୁଥିବା ୫  ଦୋକାନୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପକାଇଥିଲେ ।

ଜିଲ୍ଲାପାଳ  ପରିବା ମାର୍କେଟ, ବସଷ୍ଟାଣ୍ଡ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକ ମଦ ଦୋକାନ ବାହାରେ ପ୍ଲାଷ୍ଟିକ ଗ୍ଲାସ ପଡିଥିବା ଦେଖି ଉକ୍ତ ଦୋକାନୀଙ୍କଠାରୁ  ଜରିମାନା ଆଦାୟ କରିଥିଲେ। ଏଥିସହ ଦୋକାନୀମାନଙ୍କୁ ଡ୍ରେନରେ ଆବର୍ଜନା ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ତାଗିଦ କରିଥିଲେ। କିଛି ଦିନ ତଳେ ବ୍ରହ୍ମପୁର ସହରରେ ରାତିରେ ବୁଲି ଲୋକଙ୍କୁ ଆବର୍ଜନା ବାହାରେ ନ ପକାଇବା ପାଇଁ କହି ଜରିମାନା ଆଦାୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story