ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ଗଞ୍ଜାମ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ଦିନ ୧୦ଟା୪୫ରେ ଶେରଗଡ଼ରେ ପହଞ୍ଚିଥିଲେ। ଏଠାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାପରେ ହିଞ୍ଜିଳି ଗସ୍ତ କରିଥିଲେ। ସେଠାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ସହ ସାଧାରଣ ସଭାରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମ ସାରି ସେ ମଧ୍ୟାହ୍ନ ୧୨ଟା ୩୦ରେ ବ୍ରହ୍ମପୁର ଯାଇଥିଲେ। ବ୍ରହ୍ମପୁରର ମେଡ଼ିକାଲ କଲେଜ ପରିସରକୁ ଯାଇ ହେଲପ୍ […]

vlcsnap-2015-08-12-14h42m17s485

vlcsnap-2015-08-12-14h42m17s485

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 10:44 AM IST

Sports

Latest News

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ଗଞ୍ଜାମ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ଦିନ ୧୦ଟା୪୫ରେ ଶେରଗଡ଼ରେ ପହଞ୍ଚିଥିଲେ। ଏଠାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାପରେ ହିଞ୍ଜିଳି ଗସ୍ତ କରିଥିଲେ। ସେଠାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ସହ ସାଧାରଣ ସଭାରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମ ସାରି ସେ ମଧ୍ୟାହ୍ନ ୧୨ଟା ୩୦ରେ ବ୍ରହ୍ମପୁର ଯାଇଥିଲେ। ବ୍ରହ୍ମପୁରର ମେଡ଼ିକାଲ କଲେଜ ପରିସରକୁ ଯାଇ ହେଲପ୍ ଡେସ୍କ ସମେତ ନବ ନିର୍ମିତ ନ୍ୟୁ କାଜୁଆଲିଟି, ରେଡ଼ିଓଲୋଜି ଡ଼ିପାର୍ଟମେଣ୍ଟ୍, ଫିଜିକାଲ୍ ମେଡ଼ିସିନ୍, ରିହାବିଲିଟେସନ୍ ବିଲଡ଼ିଂ ଓ ସେଣ୍ଟ୍ରାଲ୍ ଲାଇବ୍ରେରୀ କୋଠା ଉଦଘାଟନ କରିବାର ଅଛି। ଏହାପରେ ଗଞ୍ଜାମ କଳା ପରିଷଦର ଆଧୁନୀକିକରଣ ପାଇଁ ୫କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story