ଦାଦାବଟି ମାଗିଲେ ଏନଏସଏରେ ବୁକ୍‌ କରାଯିବ

ବ୍ରହ୍ମପୁର :(ଓଡ଼ିଶା ରିପୋର୍ଟର) ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି। ଦାଦାବଟି ନେଇ ସାଧାରଣ […]

biop

Tapas Behera
  • Published: Sunday, 18 October 2020
  • , Updated: 18 October 2020, 05:39 PM IST

ବ୍ରହ୍ମପୁର :(ଓଡ଼ିଶା ରିପୋର୍ଟର) ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର।

ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି।

ଦାଦାବଟି ନେଇ ସାଧାରଣ ଲୋକ ଅଭିଯୋଗ ପାଇଲେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିବାକୁ ସେ କହିଛନ୍ତି।

Related story