ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର। ଗାଁ ଲୋକେ ତହସିଲଦାରଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ଦେଲେ। ପୁଲିସ୍‌ର ହସ୍ତକ୍ଷେପ ପରେ ତହସିଲଦାର ଗାଁ ଲୋକଙ୍କ କବଳରୁ ମୁକୁଳି ଥିଲେ। ଯାହାର ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଆଜି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସିପକୁଦାକୁ ଯାଇଥିଲେ। ସେଠାରୁ ସେ ନିଜ ସରକାରୀ ଗାଡ଼ିରେ ଦ୍ରୁତ ଗତିରେ ଫେରୁଥିଲେ। ତେବେ ଗାଁ ଭିତରେ ଦ୍ରୁତ ଗତିରେ ଗାଡ଼ି ଯାଉଥିବା ଦେଖି […]

Ganjam

Ganjam

Manoranjan Sial
  • Published: Wednesday, 13 April 2022
  • Updated: 13 April 2022, 09:59 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର। ଗାଁ ଲୋକେ ତହସିଲଦାରଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ଦେଲେ। ପୁଲିସ୍‌ର ହସ୍ତକ୍ଷେପ ପରେ ତହସିଲଦାର ଗାଁ ଲୋକଙ୍କ କବଳରୁ ମୁକୁଳି ଥିଲେ। ଯାହାର ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ଆଜି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସିପକୁଦାକୁ ଯାଇଥିଲେ। ସେଠାରୁ ସେ ନିଜ ସରକାରୀ ଗାଡ଼ିରେ ଦ୍ରୁତ ଗତିରେ ଫେରୁଥିଲେ। ତେବେ ଗାଁ ଭିତରେ ଦ୍ରୁତ ଗତିରେ ଗାଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏପରିକି ତହସିଲଦାରଙ୍କ ଗାଡ଼ିକୁ ଅଟକାଇ ଦେଇଥିଲେ। ଗାଁ ଭିତରେ କାହିଁକି ଦ୍ରୁତ ଗତିରେ ଗାଡ଼ି ଚଲାଉଛ ବୋଲି ପ୍ରଶ୍ନ କରିଥିଲେ। ଯେଉଁଥିରେ ରାଗି ଯାଇଥିଲେ ତହସିଲଦାର। ଆଉ ସଙ୍ଗେସଙ୍ଗେ ଜଣେ ଯୁବକଙ୍କୁ ଦୁଇ ଚାପୁଡ଼ ମାରିଥିଲେ।

ତହସିଲଦାରଙ୍କ ଏପରି ବ୍ୟବହାରରେ ରାଗି ଯାଇଥିଲେ ଗାଁ ଲୋକେ। ତାଙ୍କୁ ଘେରିଯାଇ ଅଟକାଇ ଦେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଗାଁ ଲୋକେ ତହସିଲଦାରଙ୍କୁ ଅଟକାଇ ଦେଇଥିଲେ। ଖବର ପାଇଁ ସିପକୁଦାରେ ପହଞ୍ଚିଥିଲା ରମ୍ଭା ଥାନା ପୁଲିସ୍‌। ଗାଁ ଲୋକଙ୍କୁ ପୁଲିସ୍‌ ବୁଝାସୁଝା କରିବା ପରେ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ତେବେ ମାଡ଼ ମାରିବା ଘଟଣାକୁ ତହସିଲଦାର ଅରୁଣ କୁମାର ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ଚିଙ୍ଗୁଡ଼ି ଘେରି ଦେଖିବାକୁ ଯାଇଥିଲି। ସେଠାରୁ ଫେରୁଥିବା ବେଳେ ଦୁଇ ଜଣ ମଦ୍ୟପ ଗାଡ଼ି ଅଟକାଇ ଥିଲେ। ପରେ କିନ୍ତୁ ଛାଡ଼ି ଦେଇଥିଲେ ବୋଲି ତହସିଲଦାର କହିଛନ୍ତି।

ପୂର୍ବରୁ ଅର୍ଥାତ ୨୦୨୧ ମସିହାରେ ଏକ ପେଟ୍ରୋପମ୍ପରେ ଜଣେ ଯୁବକଙ୍କୁ ତହସିଲଦାର ଉଠ୍‌ବସ କରାଇଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ପରେ ତହସିଲଦାର ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story