କରୋନା ଆକ୍ରାନ୍ତଙ୍କ ସେବାରେ ସମର୍ପିତ ମହିଳା , ବାଣ୍ଟୁଛନ୍ତି ଖାଦ୍ୟ

ବ୍ରହ୍ମପୁର(ଜଗନ୍ନାଥ ସାହୁ)  ସାରା ଭାରତ କରୋନାରେ ଜର୍ଜରିତ। ତେବେ ଏଥିରେ ଡାକ୍ତର, ନର୍ସ, ସାମ୍ବାଦିକ ଓ ପୁଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀମାନେ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି।  ତେବେ ବ୍ରହ୍ମପୁରର ଏମିତି କିଛି ଗୃହିଣୀ ଅଛନ୍ତି, ଯେଉଁମାନେ ଏହି ଯୁଦ୍ଧରେ ନିଜକୁ ଉତ୍ସର୍ଗ କରି ଲାଗିପଡ଼ିଛନ୍ତି । କରୋନା ରୋଗୀ ଓ ଗରିବଙ୍କ ସେବାରେ ନିଜ ଘର କାମ ସାରି ହାତ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । […]

hnm

hnm

Tapas Behera
  • Published: Monday, 31 May 2021
  • Updated: 31 May 2021, 04:45 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ)  ସାରା ଭାରତ କରୋନାରେ ଜର୍ଜରିତ। ତେବେ ଏଥିରେ ଡାକ୍ତର, ନର୍ସ, ସାମ୍ବାଦିକ ଓ ପୁଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀମାନେ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି।  ତେବେ ବ୍ରହ୍ମପୁରର ଏମିତି କିଛି ଗୃହିଣୀ ଅଛନ୍ତି, ଯେଉଁମାନେ ଏହି ଯୁଦ୍ଧରେ ନିଜକୁ ଉତ୍ସର୍ଗ କରି ଲାଗିପଡ଼ିଛନ୍ତି । କରୋନା ରୋଗୀ ଓ ଗରିବଙ୍କ ସେବାରେ ନିଜ ଘର କାମ ସାରି ହାତ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ୍‌ରେ ଥିବା ରୋଗୀ, ତାଙ୍କ ସମ୍ପର୍କୀୟ ଓ ରାସ୍ତାକଡ଼େ ଭୋକଶୋଷରେ ପଡ଼ିଥିବା ଗରିବ ଗୁରୁବାଙ୍କୁ ଦେଉଛନ୍ତି ଖାଦ୍ୟ।

ଆଉ ଏଥିରେ ସହାୟତା କରୁଛନ୍ତି କିଛି ପୁରୁଷ । କରୋନା ସମୟରେ ଘରୁ ପଦାକୁ ବାହାରିବା କଷ୍ଟ ହେଉଥିବା ବେଳେ ଏହି କେତେ ଜଣ ମହିଳା ଅଣ୍ଟା ଭିଡ଼ି ପଦାକୁ ବାହାରିଛନ୍ତି । ସକାଳୁ ଉଠି ଘରେ ଶାଶୁ ଶ୍ୱଶୁର ଓ ପିଲା ମାନଙ୍କ କାମ ସାରି ସକାଳ ୮ଟାରେ ରନ୍ଧାଶାଳକୁ ଆସନ୍ତି । ଏଠାରେ ପନିପରିବା କାଟିବା ଠାରୁ ରନ୍ଧା ରନ୍ଧି ସବୁ କାମ କରନ୍ତି।

ହାତରେ ଗ୍ଲୋବସ୍ ଓ ମୁହଁରେ ମାସ୍କ କରୋନାର ସବୁ ପ୍ରୋଟୋକଲକୁ ମାନି କରନ୍ତ ରନ୍ଧା କାର୍ଯ୍ୟ। ଆଉ ଏଠି ରନ୍ଧା ହୁଏ ପାଖାପାଖି ୨ଶହରୁ ଊର୍ଦ୍ଧ୍ୱ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ। ସେଗୁଡ଼ିକ ରନ୍ଧା ହେବା ପରେ ମହିଳା ଓ ପୁରୁଷ ମିଶି ପ୍ୟାକିଂ କରିବା ପାଇଁ ଲାଗି ପଡ଼ନ୍ତି। କରୋନା ରୋଗୀ ଯେଭଳି ସୁଷମ ଓ ଘରୋଇ ଖାଦ୍ୟ ପାଇବେ ସେଥିପାଇଁ ସର୍ବଦା ଯତ୍ନରୁ ସହ କରନ୍ତି। ପୂର୍ବରୁ ସେମାନେ ଜାରି କରିଥିଲେ ଏକ ହେଲପଲାଇନ୍ ନମ୍ବର।ଆଉ ସେହି ନମ୍ବରରେ ପ୍ରତିଦିନ କଲ ଆସେ । ତାକୁ ରେଜିଷ୍ଟର କରାଯାଇ ସେମାନଙ୍କ ଖାଦ୍ୟ ପୁଡ଼ିଆ ନେବା ସହ ସ୍ୱାସ୍ଥ୍ୟାବସ୍ଥା,ମେଡିସିନ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।

ଖାଦ୍ୟ ଗୁଡ଼ିକୁ  ପୁଡ଼ିଆରେ ବାନ୍ଧି ପୁରୁଷ ଓ ମହିଳା ମାନେ ନିଜ ନିଜ ବାଇକରେ ବାହାରି ପଡ଼ନ୍ତି । ବିଭିନ୍ନ ଅଞ୍ଚଳର କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ ଥିବା ରୋଗୀ ଓ ବୟୋଜ୍ୟୋଷ୍ଟ ମାନଙ୍କୁ ଖାଦ୍ୟ ଦେଇଥାନ୍ତି।

କରୋନାର ଦ୍ୱିତୀୟ ଲହରରେ ଲୋକଙ୍କ ଅସହାୟତା ଦେଖି ବାଧ୍ୟ ହୋଇ ନିଜେ ପଦାକୁ ବାହାରିଥିବା କହିଛନ୍ତି କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟର ମହିଳା ସ୍ୱେଚ୍ଛାସେବୀ । ଠିକ୍ ସେହିପରିଏକ ଛୋଟ ଘରେ ରନ୍ଧାରନ୍ଧିରେ ଲାଗିପଡ଼ିଛନ୍ତି ଆଉ ଏକ ମହିଳା ଗୋଷ୍ଠୀ । ଛୋଟ ଛୋଟ ହାଣ୍ଡିରେ ଭାତ, ଡାଲି, ତରକାରୀ, ସନ୍ତୁଳା ସହ ଆଚାର ପ୍ରସ୍ତୁତ ହେଉଛି। ଦିନକୁ ଦୁଇ ଓଳା କରାଯାଉଛି ରନ୍ଧାରନ୍ଧି । ୫ରୁ ୭ମହିଳା ରାନ୍ଧିବା ପାଇଁ ଲାଗିପଡ଼ନ୍ତି । ସକାଳ ୮ଟାରୁ ଆରମ୍ଭ ହୁଏ ରନ୍ଧା । ଦିନ ୧ଟାରେ ପ୍ୟାକିଂ କରାଯାଇ ଲୋକଙ୍କୁ ବଣ୍ଟାଯାଇଥାଏ ।

ପରେ ସନ୍ଧ୍ୟାରେ ବି ଠିକ୍ ଏହିଭଳି ରନ୍ଧା କାର୍ଯ୍ୟ ହୋଇଥାଏ । ଏଥିପାଇଁ ସଂଘର ସଦସ୍ୟ ମାନେ ନିଜ ଅର୍ଥ ବାହାର କରି ଏଥିରେ ସହଯୋଗ କରିଥାନ୍ତି।  ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳ ତଥା ପ୍ରଥମେ ୨୦ଜଣଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଦିନକୁ ୪୦୦ ପ୍ୟାକେଟ ବଣ୍ଟନ କରାଯାଉଛି। ମେ ୫ ତାରିଖରୁ ଏଭଳି ବଣ୍ଟନ କରାଯାଉଥିବା ସେମାନେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story