କରୋନା ଭାଇରସ୍‌ର ପ୍ରତିଷେଧକ ପାଇଁ ଜମୁଛି ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍‌ର ଭୟାବହତା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏ ଯାଏ ଏଲୋପାଥିକରେ ଏହାର ପ୍ରତିଷେଧକ ଔଷଧ ବାହାରି ନାହିଁ।  ହେଲେ ସମଗ୍ର ବିଶ୍ୱବାସୀଙ୍କୁ ଡରାଇ ରଖିଥିବା ଏହି ରୋଗର ପ୍ରତିଷେଧକମୂଳକ ଭାବେ ଏବେ ଆୟୂଷ ବିଭାଗ ପକ୍ଷରୁ ହୋମିଓପାଥିକ୍ ମେଡିସିନ୍ ଦିଆଯାଉଛି । ଏନେଇ ଭୁବନେଶ୍ୱର ଅଭିନ୍ନଚନ୍ଦ୍ର ହୋମିଓପାଥି ମେଡିକାଲ୍ କଲେଜ୍‌ରେ ଜମିଛି ପ୍ରବଳ ଲୋକଙ୍କ ଭିଡ଼ । ଗତକାଲିଠୁ ବହୁ ସଂଖ୍ୟାରେ ଲୋକ ଏହି ଔଷଧ ନେବା ପାଇଁ […]

corona-3--1

corona-3--1

Niharika Rout
  • Published: Tuesday, 04 February 2020
  • Updated: 04 February 2020, 02:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍‌ର ଭୟାବହତା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏ ଯାଏ ଏଲୋପାଥିକରେ ଏହାର ପ୍ରତିଷେଧକ ଔଷଧ ବାହାରି ନାହିଁ।  ହେଲେ ସମଗ୍ର ବିଶ୍ୱବାସୀଙ୍କୁ ଡରାଇ ରଖିଥିବା ଏହି ରୋଗର ପ୍ରତିଷେଧକମୂଳକ ଭାବେ ଏବେ ଆୟୂଷ ବିଭାଗ ପକ୍ଷରୁ ହୋମିଓପାଥିକ୍ ମେଡିସିନ୍ ଦିଆଯାଉଛି । ଏନେଇ ଭୁବନେଶ୍ୱର ଅଭିନ୍ନଚନ୍ଦ୍ର ହୋମିଓପାଥି ମେଡିକାଲ୍ କଲେଜ୍‌ରେ ଜମିଛି ପ୍ରବଳ ଲୋକଙ୍କ ଭିଡ଼ ।

ଗତକାଲିଠୁ ବହୁ ସଂଖ୍ୟାରେ ଲୋକ ଏହି ଔଷଧ ନେବା ପାଇଁ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି।  ୨ ଦିନ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ ଏହି ମେଡିସିନ ନେଇସାରିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story