ନୂଆ ବର୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରରେ ଜମିଛି ଭିଡ଼

ପୁରୀ(ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଅବସରରେ ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । କିଏ ପରିବାର ସହ ତ ଆଉ କିଏ ସାଙ୍ଗ ସାଥି ସହ  ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି।  ଏଥିପାଇଁ ରାତି ୧୦ଟାରେ ପହୁଡ଼ ପଡିଥିବା ବେଳେ ରାତି ଗୋଟାଏ ୨୦ରେ ପହୁଡ଼ ଖୋଲିଥିଲା । ଏହାପରେ ରାତି ୨ଟା ୧୫ରୁ ଦର୍ଶନ ଆରମ୍ଭ ହୋଇଥିଲା। ନୂଆ ବର୍ଷ ଆରମ୍ଭରେ ଶହ […]

puri-1-1

puri-1-1

Niharika Rout
  • Published: Wednesday, 01 January 2020
  • Updated: 01 January 2020, 07:47 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଅବସରରେ ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । କିଏ ପରିବାର ସହ ତ ଆଉ କିଏ ସାଙ୍ଗ ସାଥି ସହ  ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି।  ଏଥିପାଇଁ ରାତି ୧୦ଟାରେ ପହୁଡ଼ ପଡିଥିବା ବେଳେ ରାତି ଗୋଟାଏ ୨୦ରେ ପହୁଡ଼ ଖୋଲିଥିଲା । ଏହାପରେ ରାତି ୨ଟା ୧୫ରୁ ଦର୍ଶନ ଆରମ୍ଭ ହୋଇଥିଲା।

ନୂଆ ବର୍ଷ ଆରମ୍ଭରେ ଶହ ଶହ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ବଡ଼ି ଭୋରରୁ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି। ନୂଆ ବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ବଳୟକୁ ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ଏପଟେ ନବବର୍ଷକୁ ଦୃଷ୍ଟିରେ ରଖି ଏକାମ୍ର କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story