କାଲି ଖୋଲିବ ଘଟଗାଁ ବାସିନୀ ମା’ ତାରିଣୀଙ୍କ ମନ୍ଦିର

କେନ୍ଦୁଝର(ପ୍ରଣୟ ପାଣି): ଆସନ୍ତାକାଲି ଖୋଲିବ ଘଟଗାଁ ବାସିନୀ ମା’ ତାରିଣୀ ପୀଠ। କିନ୍ତୁ ମନ୍ଦିର ଭିତରେ ଭୋଗ ହୋଇପାରିବ ନାହିଁ। ଭକ୍ତମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଯାଇ କେବଳ ମାଆଙ୍କୁ ଦର୍ଶନ କରିପାରିବେ। ଏନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଅନୁସାରେ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ। ମା’ ତାରିଣୀ ମନ୍ଦିର ସାଧାରଣ ଦର୍ଶନ ପାଇଁ ସକାଳ ସାଢ଼େ ୭ଟାରେ […]

Maa Tarani

Maa Tarani

Manoranjan Sial
  • Published: Monday, 09 August 2021
  • Updated: 10 August 2021, 08:41 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଆସନ୍ତାକାଲି ଖୋଲିବ ଘଟଗାଁ ବାସିନୀ ମା’ ତାରିଣୀ ପୀଠ। କିନ୍ତୁ ମନ୍ଦିର ଭିତରେ ଭୋଗ ହୋଇପାରିବ ନାହିଁ। ଭକ୍ତମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଯାଇ କେବଳ ମାଆଙ୍କୁ ଦର୍ଶନ କରିପାରିବେ। ଏନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଅନୁସାରେ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ। ମା’ ତାରିଣୀ ମନ୍ଦିର ସାଧାରଣ ଦର୍ଶନ ପାଇଁ ସକାଳ ସାଢ଼େ ୭ଟାରେ ଖୋଲିବ। ଦର୍ଶନ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ପୁଣି ଅପରାହ୍ନ ୪ଘଟିକାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତମାନେ ଗେଟ୍‌ ନଂ-୩ରେ ପ୍ରବେଶ କଲା ବେଳେ ସାନିଟାଇଜ ହୋଇ ଦୂରତା ରକ୍ଷା କରି ବ୍ୟାରିକେଡ୍‌ରେ ଧାଡି ହୋଇ ମୁଖଶାଳା ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ମନ୍ଦିର ବେଢା ମଧ୍ୟରେ ୨୫ ଜଣରୁ ୩୦ ଜଣ ଭକ୍ତ ଏକ ସଙ୍ଗେ ଦର୍ଶନ କରିପାରିବେ। ମାଆଙ୍କୁ ଦର୍ଶନ କରିସାରିବା ପରେ ଭକ୍ତମାନେ ୪ ନମ୍ୱର ଗେଟ ଦେଇ ବାହାରକୁ ବାହାରିବେ।

ମନ୍ଦିର ଭିତରେ କୌଣସି ଭୋଗ ଅର୍ଥାତ ନଡିଆ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବନାହିଁ। କେବଳ ଭକ୍ତମାନେ ମା’ ଙ୍କ ଦର୍ଶନ କରିପାରିବେ। ଏଥିସହିତ କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ। ସିନ୍ଦୂର ଓ ଚନ୍ଦନ ପୂଜକଙ୍କୁ ମାଗିପାରିବେନାହିଁ। ମା’ ତାରିଣୀ ମନ୍ଦିରକୁ ୧୦ ବର୍ଷରୁ କମ୍‌ ବୟସର ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଭକ୍ତ ପ୍ରବେଶ କରି ପାରିବେନାହିଁ। ବର୍ତ୍ତମାନ ଚୁଳ ସମର୍ପଣ ବନ୍ଦ କରାଯାଇଛି। ମା’ ତାରିଣୀ ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ୫ ନମ୍ୱର ଗେଟ୍‌ରେ ଗାଡ଼ି ପୂଜା କରିବାକୁ ଅନୁମତି ଦିଆଯାଇଛି। ମା’ ତାରିଣୀ ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମା’ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ ଆଳତୀରେ ସାଧାରଣ ଭକ୍ତଙ୍କ ଉପସ୍ଥିତି ବାରଣ କରାଯାଇଛି। ତେବେ ଆସନ୍ତା ୧୬ ତାରିଖରେ ଶ୍ରାବଣ ମାସ ସୋମବାର କାରଣରୁ ମନ୍ଦିର ପରିଷରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି।

ଠିକ୍‌ ସେହିପରି କେନ୍ଦୁଝର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବ ଜୀଉ ମନ୍ଦିର ମଧ୍ୟ ଆସନ୍ତାକାଲି ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story