ମୋ ପ୍ରେମିକା ମିଛେଇ, ଆଗରୁ ସେ ବାହା ହୋଇଛି

ଯାଜପୁର (ଅଭୟ ପତି): ମୋ’ ସହିତ ସେକ୍ସ କରିଛ, ମୋତେ ବାହା ହୁଅ…। ଗତକାଲି ଏପରି ଅଭିଯୋଗ ଆଣି ପ୍ରେମିକ ଘର ଆଗରେ ବସିଥିଲା ପ୍ରେମିକା। ଏହାର ଜବାବରେ ଆଜି ପ୍ରେମିକ କହିଛନ୍ତି, ସିଏ ପୂର୍ବରୁ ନୋଟାରୀରେ ଆଉ କାହାକୁ ବାହା ହୋଇ ମୋତେ ଧକ୍କା ଦେଇଛି। ପ୍ରେମିକା ସହିତ ପୂର୍ବତନ ସ୍ୱାମୀଙ୍କ ଫଟୋ ଦେଖାଇ ଆଜି ଘାଇଲା କରିଛନ୍ତି ଦ୍ୱିତୀୟ ପ୍ରେମିକ।  ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଗାଁର ଜିତେନ୍ଦ୍ର ଆଚାର୍ଯ୍ୟ ଭୁବନେଶ୍ୱରରେ ଏକ […]

jajpur

jajpur

Manoranjan Sial
  • Published: Saturday, 11 December 2021
  • Updated: 11 December 2021, 09:57 PM IST

Sports

Latest News

ଯାଜପୁର (ଅଭୟ ପତି): ମୋ’ ସହିତ ସେକ୍ସ କରିଛ, ମୋତେ ବାହା ହୁଅ…। ଗତକାଲି ଏପରି ଅଭିଯୋଗ ଆଣି ପ୍ରେମିକ ଘର ଆଗରେ ବସିଥିଲା ପ୍ରେମିକା। ଏହାର ଜବାବରେ ଆଜି ପ୍ରେମିକ କହିଛନ୍ତି, ସିଏ ପୂର୍ବରୁ ନୋଟାରୀରେ ଆଉ କାହାକୁ ବାହା ହୋଇ ମୋତେ ଧକ୍କା ଦେଇଛି। ପ୍ରେମିକା ସହିତ ପୂର୍ବତନ ସ୍ୱାମୀଙ୍କ ଫଟୋ ଦେଖାଇ ଆଜି ଘାଇଲା କରିଛନ୍ତି ଦ୍ୱିତୀୟ ପ୍ରେମିକ। 

ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଗାଁର ଜିତେନ୍ଦ୍ର ଆଚାର୍ଯ୍ୟ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ମ୍ୟାନେଜର ଭାବେ କାମ କରୁଥିଲେ। ସେହିଠାରେ ତାଙ୍କ ସହ ଦେଖା ହୋଇଥିଲା ରାଣୀ (ଛଦ୍ମନାମ)ଙ୍କ ସହିତ। ତା’ପରେ ଉଭୟ ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ। ଏପରିକି ଉଭୟ ଏକ ଭଡ଼ା ଘରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ। ସେମାନେ ଚାରି ମାସ ଧରି ଏକାଠି ରହିଥିଲେ।

ଜିତେନ୍ଦ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ ରାଣୀଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା। ତାଙ୍କର ପୂର୍ବତନ ସ୍ୱାମୀ ତାଙ୍କୁ ବାରମ୍ୱାର ଫୋନ୍‌ କରିଥିଲେ। ମାତ୍ର ରାଣୀ ସବୁ ଜାଣି ନଜାଣିଲା ପରି ଅଭିନୟ କରୁଥିଲେ। କିଏ ମୋତେ ଫୋନ୍‌ କରୁଛି ବୋଲି ଜିତେନ୍ଦ୍ରଙ୍କୁ ରାଣୀ କହୁଥିଲେ। ଏହା ଜିତେନ୍ଦ୍ର ଫୋନ୍‌ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କଲ୍‌ କରିଥିଲେ। ଏହା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ରାଣୀ ପୂର୍ବରୁ ନୋଟାରୀରେ ବିବାହ କରିଥିଲେ ଓ ତାଙ୍କ ସହିତ ୪ ମାସ ସଂସାର ଗଢ଼ିଥିଲେ ବୋଲି ଜିତେନ୍ଦ୍ର ଜାଣିବାକୁ ପାଇଥିଲେ। ଏପରିକି ରାଣୀ ଓ ତାଙ୍କ ପ୍ରଥମ ସ୍ୱାମୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖିବାକୁ ପାଇଥିଲେ।

ରାଣୀ ବିବାହ କରିଥିବା ଜାଣିବାକୁ ପାଇବା ପରେ ଜିତେନ୍ଦ୍ରଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଯାହାଫଳରେ ଅଲଗା ରହିବାକୁ ରାଣୀଙ୍କୁ କହିଥିଲେ ଜିତେନ୍ଦ୍ର। ମାତ୍ର ସେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଜିତେନ୍ଦ୍ରଙ୍କ ସହିତ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ବ୍ଲାକ ମେଲିଂ କରିଥିଲା। ଏଥିସହ ଉଭୟଙ୍କ ଫଟୋ ଦେଇ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲେ ରାନୀ। ସେ ଜିତେନ୍ଦ୍ରଙ୍କ ସାଙ୍ଗ ଓ ବନ୍ଧୁ ପରିଜନଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଚାର୍ଟିଂ କରୁଥିଲା।

ଜିତେନ୍ଦ୍ରଙ୍କ ବିରୋଧରେ ଚାଟିଂ କରୁଥିଲା। ଏ ସମ୍ପର୍କରେ ଜିତେନ୍ଦ୍ର ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିବାକୁ କହିବାରୁ ନିଜ ଦୋଷ ମାନିଥିଲା ରାଣୀ। ଆଉ ତା’ପରେ ଫେକ୍‌ ଫେସ୍‌ବୁକ୍‌କୁ ବ୍ଲକ କରାଯାଇଥିଲା। ଏହି ଘଟଣା ପରେ ଜିତେନ୍ଦ୍ର ଅଲଗା ରହିଲେ। ସେଥିପାଇଁ ରାଣୀ ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଭୟଙ୍କୁ ଡାକି ମାମଲା ସମାଧାନ କରିବାକୁ କହିଥିଲେ। ମାସେ ଭିତରେ ଉଭୟ କୋର୍ଟ ମ୍ୟାରେଜ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ମହିଳା ଥାନାରୁ ଆସିଥିଲେ।

ଜିତେନ୍ଦ୍ରଙ୍କ ପରିବାର ଲୋକ ରାଣୀ ବିବାହିତ ବୋଲି ଜାଣିଲା ପରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ବାହାଘର ହେବନାହିଁ ବୋଲି କହିଥିଲେ। ସେତେବେଳେ ଜିତେନ୍ଦ୍ରଙ୍କ ଚାକିରି ପଳାଇ ଯାଇଥିବାରୁ ଘରକୁ ପଳାଇ ଆସିଥିଲେ। ଆଉ ଏହାରି ଭିତରେ ରାଣୀ ଆସି ଜିତେନ୍ଦ୍ରଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଆଉ ବାହା ହେବା ପାଇଁ ଜିଦ୍‌ ଧରି ବସିଥିଲେ। ରାଣୀଙ୍କ ଏହି ଧାରଣାକୁ ଡ୍ରାମା ବୋଲି କହିଛନ୍ତି ଜିତେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story