ଗୋରୁ ବେପାରୀଙ୍କୁ ଗୁଳିମାଡ଼: ଲକ୍ଷାଧିକ ଟଙ୍କା ଲୁଟ୍

ଅନୁଗୁଳ: ଶନିବାର ଅନୁଗୁଳ ଜଲ୍ଲା ଗୋରୁ ବେପାରି ଭାଲିଆବେଡା ଗାଁର ଶିବ ନାଏକ ଓ ତାଙ୍କ ଭାଇ ପାଣ୍ଡବ ନାଏକଙ୍କୁ ୭ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ସେମାନେ ଛେମୁଣ୍ଡା ହାଟରୁ ବ୍ୟବସାୟ ସାରି ଫେରୁଥିବା ବେଳେ ଚୋରଘାଟି ନିକଟରେ ଦୁର୍ବୃତ୍ତମାନଙ୍କ ହାବୁଡରେ ପଡିଥିଲେ । ଦୁର୍ବୃତ୍ତମାନେ ଶିବଙ୍କୁ ଗୁଳିମାଡ଼ କରି ଅଢେଇ ଲକ୍ଷ ଟଙ୍କା ଓ ତାଙ୍କ ଭାଇ ପାଣ୍ଡବଙ୍କୁ ମାଡ ମାରି ୬୦ ହଜାର ଟଙ୍କା ଲୁଟି ନେଇଥିଲେ […]

firing

firing

Rakesh Mallick
  • Published: Sunday, 14 June 2015
  • Updated: 20 June 2015, 04:14 PM IST

Sports

Latest News

ଅନୁଗୁଳ: ଶନିବାର ଅନୁଗୁଳ ଜଲ୍ଲା ଗୋରୁ ବେପାରି ଭାଲିଆବେଡା ଗାଁର ଶିବ ନାଏକ ଓ ତାଙ୍କ ଭାଇ ପାଣ୍ଡବ ନାଏକଙ୍କୁ ୭ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ସେମାନେ ଛେମୁଣ୍ଡା ହାଟରୁ ବ୍ୟବସାୟ ସାରି ଫେରୁଥିବା ବେଳେ ଚୋରଘାଟି ନିକଟରେ ଦୁର୍ବୃତ୍ତମାନଙ୍କ ହାବୁଡରେ ପଡିଥିଲେ । ଦୁର୍ବୃତ୍ତମାନେ ଶିବଙ୍କୁ ଗୁଳିମାଡ଼ କରି ଅଢେଇ ଲକ୍ଷ ଟଙ୍କା ଓ ତାଙ୍କ ଭାଇ ପାଣ୍ଡବଙ୍କୁ ମାଡ ମାରି ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ଶିବର ଆଣ୍ଠୁରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଖମାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story