ଗୋଟି ପହଣ୍ଡିରେ ନୀଳାଦ୍ରିବିଜେ କଲେ ବଳଭଦ୍ର ଓ ଦେବି ସୁଭଦ୍ରା

ପୁରୀ: ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ତିନିଠାକୁରଙ୍କ ନୀଳାଦ୍ରି ବିଜେ ସହ ଆଜି ସମ୍ପର୍ଣ୍ଣ ହୋଇଯାଇଛି । ଆଜି ପ୍ରଥମଥର ପାଇଁ ରତ୍ନ ସିଂହାସନ ମଣ୍ଡନ କରିଛନ୍ତି ନୂଆ ବିଗ୍ରହ। ପରମ୍ପରା ଅନୁସାରେ ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କିଥିଲେ । ରାତି ପ୍ରାୟ ୮ଟାରେ ପ୍ରଥମେ ଶ୍ରୀ ସୁଦର୍ଶନ ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ । ପରେ ବଡ ଠାକୁର ବଳଭଦ୍ର ରାତି ପ୍ରାୟ ୮ଟା ୧୪ରେ ପହଣ୍ଡିରେ ନୀଳାଦ୍ରି […]

balabhadra

balabhadra

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 05:51 PM IST

Sports

Latest News

ପୁରୀ: ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ତିନିଠାକୁରଙ୍କ ନୀଳାଦ୍ରି ବିଜେ ସହ ଆଜି ସମ୍ପର୍ଣ୍ଣ ହୋଇଯାଇଛି । ଆଜି ପ୍ରଥମଥର ପାଇଁ ରତ୍ନ ସିଂହାସନ ମଣ୍ଡନ କରିଛନ୍ତି ନୂଆ ବିଗ୍ରହ। ପରମ୍ପରା ଅନୁସାରେ ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କିଥିଲେ । ରାତି ପ୍ରାୟ ୮ଟାରେ ପ୍ରଥମେ ଶ୍ରୀ ସୁଦର୍ଶନ ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ । ପରେ ବଡ ଠାକୁର ବଳଭଦ୍ର ରାତି ପ୍ରାୟ ୮ଟା ୧୪ରେ ପହଣ୍ଡିରେ ନୀଳାଦ୍ରି ବିଜେଳାଗି ଯାଇଥିଲେ । ରାତି ପ୍ରାୟ ୯ଟା ୪୦ରେ ବଡ ଠାକୁର ନୀଳାଦ୍ରି ବିଜେ କରିବା ପରେ ଦେବି ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ମାଆ ସୁଭଦ୍ରା ୯ଟା ୪୩ରେ ପହଣ୍ଡିରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ୧୦ଟା ୨୭ରେ ପହଞ୍ଚି ଥିଲେ । ରାତି ୧୦ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଳାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୧୧ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ପରେ ଚାରମାଳ ଆସିବ । ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ଭେଟ କରିଥାନ୍ତି । ମହାପ୍ରଭୁ ଜୟବିଜୟ ଦ୍ୱାରକୁ ଯିବା ପରେ, ସେଠାରେ ମହାଲକ୍ଷ୍ମୀ ଦ୍ୱାର ବନ୍ଦ କରି ଦେଇଥାନ୍ତି । ପରମ୍ପରା ଅନୁସାରେ ସେଠାରେ ବଚନିକା ନୀତି କରାଯାଇଥାଏ। ତାପରେ ବିବାହ ଗଇଁଠାଳ ନୀତି ଓ ରସଗୋଲା ଭୋଗ ପରେ ରତ୍ନ ସିଂହାସନକୁ ବିଜେ କରିଥାନ୍ତି କାଳିଆ ସାଆନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story