ଆପଣଙ୍କ ଅଞ୍ଚଳରେ ରାସ୍ତା ଖରାପ କିମ୍ବା ନିମ୍ନମାନର କି ? ଏହି ନମ୍ବରରେ ଯୋଗାଯୋଗ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ନିମ୍ନମାନର ରାସ୍ତାକାମର ଅଭିଯୋଗ ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମ ନେଇ ବିଧାୟକଙ୍କ ଉଦ୍‌ବେଗ ପରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“କଣ୍ଟ୍ରୋଲ ରୁମରେ ଏକ ଫୋନ ନମ୍ବର ରହିବ। ସମସ୍ତ ବ୍ଲକ, ପଞ୍ଚାୟତ, ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ କାର୍ଯ୍ୟାଳୟରେ ଏହି  ନମ୍ବର ଉଲ୍ଲେଖ ରହିବ।  ନମ୍ବର ମାଧ୍ୟମରେ ଲୋକ ଅଭିଯୋଗ କରିପାରିବେ। […]

43s

43s

Tapas Behera
  • Published: Tuesday, 16 July 2019
  • Updated: 16 July 2019, 01:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ନିମ୍ନମାନର ରାସ୍ତାକାମର ଅଭିଯୋଗ ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମ ନେଇ ବିଧାୟକଙ୍କ ଉଦ୍‌ବେଗ ପରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“କଣ୍ଟ୍ରୋଲ ରୁମରେ ଏକ ଫୋନ ନମ୍ବର ରହିବ। ସମସ୍ତ ବ୍ଲକ, ପଞ୍ଚାୟତ, ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ କାର୍ଯ୍ୟାଳୟରେ ଏହି  ନମ୍ବର ଉଲ୍ଲେଖ ରହିବ।  ନମ୍ବର ମାଧ୍ୟମରେ ଲୋକ ଅଭିଯୋଗ କରିପାରିବେ। ଅଭିଯୋଗର ୬୦ ଦିନ ମଧ୍ୟରେ ରିପୋର୍ଟ ଦେବେ।  ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗ ପାଇଁ ନମ୍ବର ହେଲା- 9437034321।”

ମନ୍ତ୍ରୀ ଆହୁରି କହିଛନ୍ତି,“ ପରବର୍ତ୍ତୀ ସମୟରେ ଟୋଲ ଫ୍ରି ନମ୍ବର ଜାରି କରାଯିବ।”

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ନିମ୍ନମାନର ହେଉଥିବା ଅଭିଯୋଗ ଆଣି ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉରତାୟ। ଶାସକ ଦଳର ବିଧାୟକମାନେ ମଧ୍ୟ ନିମ୍ନମାନର କାମ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story