ଗ୍ରେଡ୍ ପେ ବୃଦ୍ଧି ଓ ଅସ୍ଥାୟୀ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଅର୍ଥ ସଚିବଙ୍କୁ ଘେରାଉ

ଭୁବନେଶ୍ୱର: ଗ୍ରେଡ୍ ପେ ବୃଦ୍ଧି ଓ ଅସ୍ଥାୟୀ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର ସଚିବାଳୟ ମୋଟର କର୍ମଚାରୀ ସଂଘ ପକ୍ଷରୁ ଅର୍ଥ ସଚିବଙ୍କୁ ଘେରାଉ କରାଯାଛି । ସଂଘର ଏହି ଦୁଇଟି ଦାବିକୁ ସରକାରଙ୍କ ନିକଟରେ ବାରମ୍ୱାର ଉପସ୍ଥାପିତ କରାଯାଇଛି । ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ […]

driver

driver

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 05:30 AM IST

Sports

Latest News

ଭୁବନେଶ୍ୱର: ଗ୍ରେଡ୍ ପେ ବୃଦ୍ଧି ଓ ଅସ୍ଥାୟୀ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର ସଚିବାଳୟ ମୋଟର କର୍ମଚାରୀ ସଂଘ ପକ୍ଷରୁ ଅର୍ଥ ସଚିବଙ୍କୁ ଘେରାଉ କରାଯାଛି । ସଂଘର ଏହି ଦୁଇଟି ଦାବିକୁ ସରକାରଙ୍କ ନିକଟରେ ବାରମ୍ୱାର ଉପସ୍ଥାପିତ କରାଯାଇଛି । ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos