ବନ୍ଧା ହେଲେ ଗ୍ରାମରକ୍ଷୀ, କହିଲେ- ଫାଣ୍ଡି ଅଧିକାରୀଙ୍କ ପାଇଁ ତ ଲାଞ୍ଚ ଆଣିଥିଲି

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲାଞ୍ଚ ପାଇଁ ଛନ୍ଦିହେଲେ ଗ୍ରାମରକ୍ଷୀ। କଳାହାଣ୍ଡି ଜିଲ୍ଲାରେ ଏକ ମର୍ଡ଼ର ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଅକ୍ଷୟ ଦୁର୍ଗା ନେଇଥିଲେ ୫୦ ହଜାର ଟଙ୍କା! ଲାଞ୍ଚ ଦେଇ ଗିରଫ ହେବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗ୍ରାମରକ୍ଷୀକୁ ଗିରଫ କରିବା ପରେ ସେ ଓଲଟା ପୁଲିସ ଉପରେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମାମଲା ଫଇସଲା ପାଇଁ ଲାଞ୍ଚ ଟଙ୍କା ଆଣି […]

gramarakhi-arrested-by-police-in-kalahandi-district

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 09:18 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲାଞ୍ଚ ପାଇଁ ଛନ୍ଦିହେଲେ ଗ୍ରାମରକ୍ଷୀ। କଳାହାଣ୍ଡି ଜିଲ୍ଲାରେ ଏକ ମର୍ଡ଼ର ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଅକ୍ଷୟ ଦୁର୍ଗା ନେଇଥିଲେ ୫୦ ହଜାର ଟଙ୍କା! ଲାଞ୍ଚ ଦେଇ ଗିରଫ ହେବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗ୍ରାମରକ୍ଷୀକୁ ଗିରଫ କରିବା ପରେ ସେ ଓଲଟା ପୁଲିସ ଉପରେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମାମଲା ଫଇସଲା ପାଇଁ ଲାଞ୍ଚ ଟଙ୍କା ଆଣି ବଡ଼କୁଟ ଫାଣ୍ଡି ଅଧିକାରୀଙ୍କୁ ଦେଇଛି। କିନ୍ତୁ ଫାଣ୍ଡି ଅଧିକାରୀ ମହାଶୟ ଏହାକୁ ଖଣ୍ଡନ କରିଛନ୍ତି।

ଘଟଣାଟି ଏମିତି। ୨୦୧୯ ଅଗଷ୍ଟ ୧୯ ତାରିଖରେ ଜୟପାଟଣା ଥାନା ବଡ଼କୁଟରୁ ଫାଣ୍ଡି ଅଧିନସ୍ଥ ଭଏଁରୀ ଗାଁରୁ ଜଣେ ବ୍ୟକ୍ତିଙ୍କ ଘରୁ ପୁଲସ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଏହା ଏକ ହତ୍ୟା ମାମଲା ବୋଲି ମୃତକଙ୍କ ମାଆ ବଡ଼କୁଟରୁ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ସନ୍ଦେହରେ ଗାଁର ୬ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରି ଛାଡ଼ି ଦେଇଥିଲା। ଏହାପରେ ସେମାନଙ୍କ ହାବୁଡରେ ପଡ଼ିଥିଲେ ଗ୍ରାମରକ୍ଷୀ ଅକ୍ଷୟ। ସେ ମାମଲା ରଫାଦଫା କରିବା ପାଇଁ ବଡ଼କୁଟରୁ ଫାଣ୍ଡି ଅଧିକାରୀ, ଜୟପାଟଣା ଥାନା ଅଧିକାରୀ ଓ ଡିଏସ୍‌ପିଙ୍କ ନାଁରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ।

ପରବର୍ତ୍ତୀ ସମୟରେ ଥାନାକୁ ଜେରା ହେବାକୁ ଯାଇଥିବା ୬ ଜଣ ମଧ୍ୟରୁ ବାପ-ପୁଅ ଶଙ୍କର ରଣା ଓ ନିରାକାର ରଣାକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଥିଲା। ଏହା ପରେ ନିରାକାରଙ୍କ ପରିବାର ତରଫରୁ ଏହି ଘଟଣା ପ୍ରଘଟ ହୋଇଥିଲା। ଏପରିକି ଗ୍ରାମରକ୍ଷୀଙ୍କ ବିରୋଧରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଗ୍ରାମରକ୍ଷୀ ଅକ୍ଷୟଙ୍କୁ ଗିରଫ କରିଛି।

ତେବେ ଗ୍ରାମରକ୍ଷୀ ଏହି ସବୁଟଙ୍କାକୁ ବଡ଼କୁଟରୁ ଫାଣ୍ଡି ଅଧିକାରୀଙ୍କୁ ଦେଇଥିବା କହୁଥିବା ବେଳେ ଫାଣ୍ଡି ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story