ହୋଲି ଖେଳରୁ ମହାଭାରତ: ପୁଲିସର ବ୍ଲାଙ୍କ ଫାୟାରିଂ

ଜୟପୁର: ହୋଲି ଖେଳରୁ ମହାଭାରତ। କୋରାପୁଟ ଜିଲ୍ଲା ଜୟପୁରରେ ହୋଲି ଖେଳକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଛି। ଗଣ୍ଡଗୋଳରେ କେତେ ଜଣ ଆହତ ହୋଇଛନ୍ତି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ ବ୍ଲାଙ୍କ ଫାୟାରିଂ କରିଥିବା ସୂଚନା ମିଳିଛି। ବ୍ଲାଙ୍କ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଘଟଣାସ୍ଥଳରେ ପୁଲିସ  ଫୋର୍ସ ମୁତୟନ […]

jaypur

Tapas Behera
  • Published: Friday, 22 March 2019
  • , Updated: 22 March 2019, 07:52 PM IST

ଜୟପୁର: ହୋଲି ଖେଳରୁ ମହାଭାରତ। କୋରାପୁଟ ଜିଲ୍ଲା ଜୟପୁରରେ ହୋଲି ଖେଳକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଛି।

ଗଣ୍ଡଗୋଳରେ କେତେ ଜଣ ଆହତ ହୋଇଛନ୍ତି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ ବ୍ଲାଙ୍କ ଫାୟାରିଂ କରିଥିବା ସୂଚନା ମିଳିଛି। ବ୍ଲାଙ୍କ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଘଟଣାସ୍ଥଳରେ ପୁଲିସ  ଫୋର୍ସ ମୁତୟନ ହୋଇଛି।

Related story