୫ଟି ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସ୍‌ଟିର ଚଢ଼ଉ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍‌ ସହର ରାଉରକେଲାରେ ୫ଟି ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ GST ବିଭାଗ ଚଢ଼ଉ। ଭୁବନେଶ୍ୱର ଓ ରାଉରକେଲାର ଜିଏସ୍‌ଟି ବିଭାଗର ୨୫ ଜଣ ଅଧିକାରୀ ଆଜି ବେଦବ୍ୟାସଠାରେ ଥିବା ‘ସୁନାୟନା ମେଟାଲ’ ଏବଂ ‘ସ୍ୱସ୍ତିକ ଇନ୍‌ଗଟ କମ୍ପାନୀରେ ଚଢ଼ଉ କରିଥିଲା। ଏହାଛଡ଼ା ସିଭିଲ୍‌ ଟାଉନ୍‌ସିପର ଏକ ପ୍ରତିଷ୍ଠାନ, କୁଆରମୁଣ୍ଡା ଓ ବୀରମିତ୍ରପୁର ଦୁଇଟି ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ଉ ହୋଇଥିଲା ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି।

gst-collection-

Manoranjan Sial
  • Published: Monday, 25 November 2019
  • , Updated: 25 November 2019, 05:36 PM IST

Related story