ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ଜିଏସଟି ସେଲସ୍ ରିଟର୍ଣ୍ଣ ଦାଖଲ ଅବଧି ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାର ୧୪ ଜିଲ୍ଲାରେ ଏପ୍ରିଲ ମାସର ଜିଏସଟି ସେଲ୍ସ ରିଟର୍ଣ୍ଣ ଦାଖଲ ଅବଧିକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ଦେଢ଼ କୋଟିରୁ ଅଧିକ କାରବାର କରୁଥିବା ଟିକସଦାତାଙ୍କ ଏପ୍ରିଲ ମାସ ପାଇଁ ଚୂଡ଼ାନ୍ତ ସେଲ୍ସ ରିଟର୍ଣ୍ଣ ଅବା ଜିଏସଟିଆର-୧ ଦାଖଲ ଅବଧିକୁ ଜୁନ୍ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମସ୍ (ସିବିଆଇସି) […]

gsttt

gsttt

Manoranjan Sial
  • Published: Monday, 13 May 2019
  • Updated: 13 May 2019, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାର ୧୪ ଜିଲ୍ଲାରେ ଏପ୍ରିଲ ମାସର ଜିଏସଟି ସେଲ୍ସ ରିଟର୍ଣ୍ଣ ଦାଖଲ ଅବଧିକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ଦେଢ଼ କୋଟିରୁ ଅଧିକ କାରବାର କରୁଥିବା ଟିକସଦାତାଙ୍କ ଏପ୍ରିଲ ମାସ ପାଇଁ ଚୂଡ଼ାନ୍ତ ସେଲ୍ସ ରିଟର୍ଣ୍ଣ ଅବା ଜିଏସଟିଆର-୧ ଦାଖଲ ଅବଧିକୁ ଜୁନ୍ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମସ୍ (ସିବିଆଇସି) ପକ୍ଷରୁ ଦୁଇଟି ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁସାରେ ଯେଉଁ ପଞ୍ଜିକୃତ ଟିକସଦାତାଙ୍କ ବ୍ୟବସାୟିକ ମୁଖ୍ୟସ୍ଥଳ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ହୋଇଥିବ, ସେମାନେ ସଂଶୋଧିତ ଅବଧିରେ ଏପ୍ରିଲ ମାସର ଜିଏସଟି ରିଟର୍ଣ୍ଣ ଦାଖଲ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story