ବାବୁଙ୍କ ମୁହଁରେ ଲାଗିବ ଲଗାମ୍, ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ବିଧି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 5T ଓ ମୋ ସରକାର କାର୍ଯ୍ୟକ୍ରମ। ଏହାକୁ ଲାଗୁ ହେବା ପରଠାରୁ ସାରା ରାଜ୍ୟରେ ତମ୍ବିତୋଫାନ ଲାଗି ରହିଛି। ତେବେ ଏହାରି ଭିତରେ ସୁନ୍ଦରଗଡ଼ର ପୂର୍ବତନ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍ 5T ଓ ମୋ ସରକାରକୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। କେବଳ ପଟେଲ୍ ନୁହଁନ୍ତି, ବର୍ତ୍ତମାନର ଶାସନ ବ୍ୟବସ୍ଥାରେ କ୍ଷୁବ୍ଧ ଥିବା ଅନେକ ସରକାରୀ ଅଧିକାରୀ ବିଭିନ୍ନ ସମୟରେ […]

babu

babu

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ବିଧି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 5T ଓ ମୋ ସରକାର କାର୍ଯ୍ୟକ୍ରମ। ଏହାକୁ ଲାଗୁ ହେବା ପରଠାରୁ ସାରା ରାଜ୍ୟରେ ତମ୍ବିତୋଫାନ ଲାଗି ରହିଛି। ତେବେ ଏହାରି ଭିତରେ ସୁନ୍ଦରଗଡ଼ର ପୂର୍ବତନ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍ 5T ଓ ମୋ ସରକାରକୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। କେବଳ ପଟେଲ୍ ନୁହଁନ୍ତି, ବର୍ତ୍ତମାନର ଶାସନ ବ୍ୟବସ୍ଥାରେ କ୍ଷୁବ୍ଧ ଥିବା ଅନେକ ସରକାରୀ ଅଧିକାରୀ ବିଭିନ୍ନ ସମୟରେ ଗଣମାଧ୍ୟମ ଆଗରେ ଏଭଳି ସରକାରଙ୍କ ପୋଲ୍‌ ଖୋଲୁଛନ୍ତି। ଯାହାକୁ ନେଇ ଅଡୁଆରେ ପଡୁଛନ୍ତି ରାଜ୍ୟ ସରକାର। ତେଣୁ ବାବୁଙ୍କ ମୁହଁରେ ଲଗାମ୍ ଦେବା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନିର୍ଦ୍ଦେଶନାମା।

ଯେଉଁଥିରେ କୁହାଯାଇଛି, ଗଣାମଧ୍ୟମ ସାମ୍ନାରେ ସରକାରୀ ବିରୋଧୀ ମନ୍ତବ୍ୟ ଦେଇପାରିବେନି ବାବୁ। ଓଡ଼ିଶା ସରକାରୀ କର୍ମଚାରୀ ଆଚାର ସଂହିତା-୧୯୫୯ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ଭଳି, କେନ୍ଦ୍ର-ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କଲାଭଳି ଓ ବୈଦଶିକ ସଂପର୍କ କ୍ଷୁଣ୍ଣ ହେଲା ଭଳି କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ମିଡିଆରେ ପ୍ରତିକ୍ରିୟା ଦେଲାବେଳେ ଏସବୁ ଦିଗ ପ୍ରତି ସାବଧାନତା ଧ୍ୟାନ ଦେବାକୁ କୁହାଯାଇଛି। ଏହାର ଉଲ୍ଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେବନୀ ଦିଆଯାଇଛି। ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ।

ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି-“ବାବା ସାହେବ ଆମ୍ୱେଦକର ଆମକୁ ସମ୍ୱିଧାନରେ ଫ୍ରିଡମ୍‌ ଅଫ୍‌ ଏକ୍ସପ୍ରେସନ୍‌ ଦେଇଛନ୍ତି। ଓଡ଼ିଶା ସରକାର ଯେମିତି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି, ତାହା ହେବା କଥା ନୁହେଁ। ଏଥିରୁ ଜଣାପଡ଼ୁଛି କିଛି ଲୋଚାଇବାକୁ ଚେଷ୍ଟା କରାଯାଉଛି।”
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି-“ଓଡ଼ିଶାରେ ଅଫିସର ରାଜ ଚାଲିଛି। ଅଫିସରମାନେ ଯାହା କହିବେ, ତାହା କରାଯାଉଛି। ଏଠି ସରକାର କେବଳ ଅନ୍ଧାରୀ ଶାସନ ଚଳାଇଛନ୍ତି।”
ବିଜେଡି ମୁଖାପତ୍ର ଦେବୀପ୍ରସାଦ ମିଶ୍ର କହିଛନ୍ତି-“ଲୋକଙ୍କୁ ସଠିକ୍‌ କଥା କହିବାକୁ କିଏ ମନା କରିନାହିଁ।”

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ ସରକାରୀ ନିର୍ଦ୍ଦେଶାନାମା ପୂର୍ବରୁ ରହିଆସିଛି। କର୍ମଚାରୀମାନେ ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ହଠାତ୍ କାହିଁକି ରାଜ୍ୟ ସରକାର ଏହି ରିମାଇଣ୍ଡର ଦେଲେ? ଶାସନକଳର ଦୋଷଦୁର୍ବଳତା ଚପେଇବାକୁ ଆଚାର ସଂହିତା ବାହାନ ନୁହେଁ ତ? ପୂର୍ବତନ ପ୍ରଶାସକଙ୍କ ମତରେ ସରକାରୀ କର୍ମଚାରୀମାନେ ସାଧାରଣତଃ ସରକାରଙ୍କ ବିରୋଧରେ କୁହନ୍ତି ନାହିଁ। ଏହା କେବଳ ତୁଚ୍ଛାକୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story