‘ଫେବୃଆରୀ ସୁଦ୍ଧା ସରିବ ଗୁରୁପ୍ରିୟା ସେତୁ କାମ’

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆାସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଗୁରୁପ୍ରିୟା ସେତୁ କାମସରିବ। ମାଲକାନାଗିରିରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ଆଜି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ। ଗୁରୁପ୍ରିୟା ସେତୁର ୨୨ଟି ସ୍ପାନ୍ ମଧ୍ୟରୁ ୧୭ଟିର କାମ ଶେଷ ହୋଇଛି। ସେହିପରି ମାଲକାନାଗିରିର ୧୧୧ ପଞ୍ଚାୟତରୁ ୯୧ଟି ପଞ୍ଚାୟତରେ ଗମନାଗମନ, ମୋବାଇଲ ଓ ବ୍ୟାଙ୍କ ସୁବିଧା ନାହିଁ। ଏସବୁ ସୁବିଧା ପହଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 10:44 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆାସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଗୁରୁପ୍ରିୟା ସେତୁ କାମସରିବ। ମାଲକାନାଗିରିରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ଆଜି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ। ଗୁରୁପ୍ରିୟା ସେତୁର ୨୨ଟି ସ୍ପାନ୍ ମଧ୍ୟରୁ ୧୭ଟିର କାମ ଶେଷ ହୋଇଛି। ସେହିପରି ମାଲକାନାଗିରିର ୧୧୧ ପଞ୍ଚାୟତରୁ ୯୧ଟି ପଞ୍ଚାୟତରେ ଗମନାଗମନ, ମୋବାଇଲ ଓ ବ୍ୟାଙ୍କ ସୁବିଧା ନାହିଁ। ଏସବୁ ସୁବିଧା ପହଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos