ସରକାରୀ ବସ୍‌ରେ ଚାଲିଥିଲା ଗୁଟ୍‌ଖା ଚାଲାଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ସରକାରୀ ବସ୍‌ରୁ ଆଜି ଜବତ ହୋଇଛି ୮୦ରୁ ୯୦ ବସ୍ତା ଗୁଟ୍‌ଖା। ବାଣିଜ୍ୟକର ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏଗୁଡ଼ିକୁ ଜବତ କରିଥିଲେ। ସରକାରୀ ବସ୍‌ରେ ଗୁଟ୍‌ଖା ଚାଲାଣ ହେଉଥିବା ନେଇ ବାଣିଜ୍ୟକର ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଏହି ବସ୍‌ରେ ଚଢ଼ାଉ କରାଯାଇଥିଲା। ବସ୍‌ଟି ବ୍ରହ୍ମପୁରରୁ କଟକ ଅଭିମୁଖେ ଆସୁଥିଲା। କଟକକୁ ଏସବୁ ଗୁଟ୍‌ଖା ପଠାଯାଉଥିବା ସୂଚନା ମିଳିଛି। ବସ୍‌ର କଣ୍ଡକ୍ଟର ସଫେଇ ଦେଇଛନ୍ତି, […]

77

77

Jitendra Garnayak
  • Published: Tuesday, 22 January 2019
  • Updated: 22 January 2019, 11:42 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ସରକାରୀ ବସ୍‌ରୁ ଆଜି ଜବତ ହୋଇଛି ୮୦ରୁ ୯୦ ବସ୍ତା ଗୁଟ୍‌ଖା। ବାଣିଜ୍ୟକର ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏଗୁଡ଼ିକୁ ଜବତ କରିଥିଲେ।

ସରକାରୀ ବସ୍‌ରେ ଗୁଟ୍‌ଖା ଚାଲାଣ ହେଉଥିବା ନେଇ ବାଣିଜ୍ୟକର ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଏହି ବସ୍‌ରେ ଚଢ଼ାଉ କରାଯାଇଥିଲା। ବସ୍‌ଟି ବ୍ରହ୍ମପୁରରୁ କଟକ ଅଭିମୁଖେ ଆସୁଥିଲା। କଟକକୁ ଏସବୁ ଗୁଟ୍‌ଖା ପଠାଯାଉଥିବା ସୂଚନା ମିଳିଛି।

ବସ୍‌ର କଣ୍ଡକ୍ଟର ସଫେଇ ଦେଇଛନ୍ତି, ବସ୍ତାରେ ଗୁଟ୍‌ଖା ଥିବା ନେଇ ସେ ଅବା ଅନ୍ୟ ବସ୍ କର୍ମଚାରୀ ଜାଣି ନଥିଲେ। ସାଧା ପୁଡ଼ିଆ ପ୍ୟାକେଟ୍ ଅଛି ବୋଲି ସେମାନଙ୍କୁ କୁହଯାଇଥିଲା। ତେଣୁ ସେମାନେ ବସ୍ତାଗୁଡ଼ିକୁ ବସ୍‌ରେ ଚଢ଼ାଇବାକୁ ଅନୁମତି ଦେଇଥିଲେ।

ବାଣିଜ୍ୟକର ବିଭାଗ କର୍ମଚାରୀ ଘଟଣାର ଅଧିକ ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story